ଆଇଟି ମନ୍ତ୍ରୀଙ୍କଠାରୁ କାଗଜପତ୍ର ଛଡ଼ାଇବା ପଡ଼ିଲା ମହଙ୍ଗା, ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍

ଗତକାଲି ଗୃହରେ ମନ୍ତ୍ରୀ ବିବୃତ୍ତି ଦେଉଥିବା ବେଳେ ସାସଂଦଙ୍କ ଏପରି ବ୍ୟବହାରରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ମୌସୁମୀ ଅଧିବେଶନ ସମୟରେ ଗୃହରୁ ନିଲମ୍ବିତ କରାଯାଇଛି ।

ନୂଆଦିଲ୍ଲୀ : ସଂସଦରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବିବୃତ୍ତି ପେପର ଛଡ଼ାଇ ଚିରିବା ନେଇ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

shantanu sen

ଗତକାଲି ଗୃହରେ ମନ୍ତ୍ରୀ ବିବୃତ୍ତି ଦେଉଥିବା ବେଳେ ସାସଂଦଙ୍କ ଏପରି ବ୍ୟବହାରରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ମୌସୁମୀ ଅଧିବେଶନ ସମୟରେ ଗୃହରୁ ନିଲମ୍ବିତ କରାଯାଇଛି । ଏହା ପରେ ହଟ୍ଟଗୋଳ ହେତୁ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଗତକାଲିର ଘଟଣାକୁ ସେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+