କେବଳ କଂଗ୍ରେସ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ : ଆଜାଦ
ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ଆଜାଦ୍ କହିଛନ୍ତି କେବଳ କଂଗ୍ରେସ ହିଁ ବିଜେପିକୁ ଚ୍ୟାଲେଞ୍ଜ କରି ପାରିବ । ଆମ୍ ଆଦମୀ ପାର୍ଟି (ଏଏପି) ର ଭୂମିକା ଉପରେ ଆଜାଦ କହିଛନ୍ତି ଯେ ଦିଲ୍ଲୀର ୟୁନିଅନ ଟେରିଟୋରୀରେ ଆଧାରିତ ଏକ ଦଳ ।
କାଶ୍ମୀର : କଂଗ୍ରେସ ଦଳରୁ ବାହାରିବା ପରେ ମଧ୍ୟ ଗୁଲାମ ନବା ଆଜାଦ କଂଗ୍ରେସ ସପକ୍ଷରେ ଟିପ୍ପଣୀ କରିଛନ୍ତି । କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯଦିଓ ମୁଁ କଂଗ୍ରେସ ଠାରୁ ଅଲଗା ହୋଇସାରିଛି, ତଥାପି ମୁଁ ସେମାନଙ୍କ ଧର୍ମନିରପେକ୍ଷତା ନୀତି ବିରୁଦ୍ଧରେ ନୁହେଁ ।
ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ଆଜାଦ୍ କହିଛନ୍ତି କେବଳ କଂଗ୍ରେସ ହିଁ ବିଜେପିକୁ ଚ୍ୟାଲେଞ୍ଜ କରି ପାରିବ । ଆମ୍ ଆଦମୀ ପାର୍ଟି (ଏଏପି) ର ଭୂମିକା ଉପରେ ଆଜାଦ କହିଛନ୍ତି ଯେ ଦିଲ୍ଲୀର ୟୁନିଅନ ଟେରିଟୋରୀରେ ଆଧାରିତ ଏକ ଦଳ । ଏପରିକି ସେ କହିଛନ୍ତି ଯେ AAP ପଞ୍ଜାବକୁ ଦକ୍ଷତାର ସହ ଚଳାଇ ପାରିବ ନାହିଁ । ଏଭଳି ପରିସ୍ଥିତିରେ କେବଳ କଂଗ୍ରେସ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ ।

ଜାମ୍ମୁ କାଶ୍ମୀରରେ ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ଆଜାଦ କହିଛନ୍ତି ଯେ ଅନ୍ତର୍ଭୂକ୍ତ ନୀତି ଉପରେ ଆଧାରିତ କଂଗ୍ରେସ ଏକ ଦଳ । ତେଣୁ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ କେବଳ କଂଗ୍ରେସ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ । କଂଗ୍ରେସରୁ ଅଲଗା ହେବା ପ୍ରସଙ୍ଗରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଦଳରୁ ଅଲଗା ହେବାର କାରଣ ହେଉଛି ଦଳ ବ୍ୟବସ୍ଥାର ଦୁର୍ବଳତା । ବିଜେପିକୁ ଚ୍ୟାଲେଞ୍ଜ କରୁଥିବା ଦଳର ପ୍ରଦର୍ଶନ ଉପରେ ସେ କହିଛନ୍ତି ମୁଁ ଚାହୁଁଛି ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରୁ, କାରଣ ଆମ୍ ଆଦମୀ ପାର୍ଟି ତାହା କରିବାକତୁ ସକ୍ଷମ ନୁହଁ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications