Get Updates
Get notified of breaking news, exclusive insights, and must-see stories!

Odisha Budget 2021 : ମୁଦ୍ରସ୍ପୀତି ଅନୁସାରେ ବଜେଟ୍ ବଢି ନାହିଁ, କେବଳ ପରିସଂଖ୍ୟାନ ଏଣେତେଣେ କରାଯାଇଛି : ପ୍ରଦୀପ୍ତ ନାଏକ

ମୁଦ୍ରସ୍ପୀତି ଅନୁସାରେ ବଜେଟ୍ ବଢି ନାହିଁ । କେବଳ ପରିସଂଖ୍ୟାନ ଏଣେତେଣେ କରାଯାଇଛି । ଭିତ୍ତିଭୂମି ଓ କର୍ମଯୋଗାଣ କରିବାର ବ୍ୟବସ୍ଥାର ଦୃଶ୍ୟ ବଜେଟରେ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।

ଭୁବନେଶ୍ୱର : ରାଜ୍ୟ ବଜେଟ୍ ପରେ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶାର ପରିକଳ୍ପନାର ବଜେଟ୍ ବୋଲି ମୁଁ ଅନୁଭବ କରି ପାରିଲି ନାହିଁ । ମୁଦ୍ରସ୍ପୀତି ଅନୁସାରେ ବଜେଟ୍ ବଢି ନାହିଁ । କେବଳ ପରିସଂଖ୍ୟାନ ଏଣେତେଣେ କରାଯାଇଛି । ଭିତ୍ତିଭୂମି ଓ କର୍ମଯୋଗାଣ କରିବାର ବ୍ୟବସ୍ଥାର ଦୃଶ୍ୟ ବଜେଟରେ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।

Pradipta-Naik

ସେ ଆହୁରି ମଧ୍ୟ କହିଛନ୍ତି, ଯୁବକମାନଙ୍କୁ ଆକର୍ଷିତ କରିବାର ଯୋଜନା କଲେ ନାହିଁ । ପ୍ରବାସୀ ଓଡ଼ିଆମାନେ ଯେଉଁମାନେ ସରକାରଙ୍କ ଆକଳନ ଅନୁଯାୟୀ 12 ଲକ୍ଷ ଲୋକ ବାହାରେ ରୁହନ୍ତି ସେମାନଙ୍କୁ ରଖିବାକୁ ରାଜ୍ୟ ସରକାର ଯୋଜନା କଲେ ନାହିଁ । ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ କିଛି ଗୁରୁତ୍ୱ ଦିଆଯାଉନାହିଁ । ଏହା କେନ୍ଦ୍ରକୁ ନିର୍ଭର କରୁଥିବା ବଜେଟ୍ ହୋଇଥିବାରୁ କେନ୍ଦ୍ର ସହୟତା କଥା ଉଲ୍ଲେଖ କରାଯାଇ ନାହିଁ । ଋଣ ବଢିବ । ସବୁବେଳେ ଅଧିକ ବଜେଟ୍ ଦେଖାଉ ଥିବାରୁ ସରକାର ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+