Get Updates
Get notified of breaking news, exclusive insights, and must-see stories!

ଚଳିତ ବଜେଟରେ ଜୀବନ ଜୀବିକାକୁ ପ୍ରଧାନ୍ୟ ଦିଆଯାଇଛି : ବିଜେଡି ବିଧାୟକ ଦେବୀ ମିଶ୍ର

ଜାତୀୟ ଅଭିବୃଦ୍ଧି ହାର ଯେଭଳି ନିମ୍ନଗାମୀ ହୋଇଛି ତାହାକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି । ଚଳିତ ବଜେଟରେ ଜୀବନ ଜୀବିକାକୁ ପ୍ରଧାନ୍ୟ ଦିଆଯାଇଛି ।

ଭୁବନେଶ୍ୱର : ବଜେଟ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଦେବୀ ମିଶ୍ର । କୋଭିଡ୍ ମହାମାରୀ ଗତ ବର୍ଷ ଠାରୁ ଏବେ ଯାଏଁ ଆଚ୍ଛନ୍ନ କରି ରଖିଛି । ଏହି କୋଭିଡ ମହାମାରୀ ଓ ଯେଉଁ ଆର୍ଥିକ ଚାପ ରହିଛି । କେନ୍ଦ୍ରୀୟ ଅନୁଦାନର ମଧ୍ୟ ଚାପ ରହିଛି । ଏହା ସତ୍ତ୍ୱେ ଓଡ଼ିଶା ବିତ୍ତୀୟ ପରିଚାଳନାରେ ସଫଳତା ପାଇଛି । ଯାହାକୁ ନୀତି ଆୟୋଗ ପ୍ରସଂଶା କରିଛନ୍ତି ବୋଲି କହିଛନ୍ତି ଦେବୀ ମିଶ୍ର ।

DebiPrasad-Mishra

ସେ ଆହୁରି ମଧ୍ୟ କହିଛନ୍ତି, ଜାତୀୟ ଅଭିବୃଦ୍ଧି ହାର ଯେଭଳି ନିମ୍ନଗାମୀ ହୋଇଛି ତାହାକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି । ଚଳିତ ବଜେଟରେ ଜୀବନ ଜୀବିକାକୁ ପ୍ରଧାନ୍ୟ ଦିଆଯାଇଛି । କଟକ ଏସସିବି ସ୍ପେଶାଲ ହସ୍ପିଟାଲ କରିବାକୁ ଯେଉଁ ପ୍ରତିଶୃତି ନବୀନ ପଟ୍ଟନାୟକ ଦେଇଥିଲେ ସେଥିପାଇଁ 500 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟରେ 2 ଲକ୍ଷ ହେକ୍ଟର ଜମିକୁ ଜଳ ସେଚିତ କରିବା ପାଇଁ ବଜେଟରେ ନୂଆ ଯୋଜନା ଘୋଷଣା କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+