ଏନସିପି ନେତା ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ, ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହେଲେ ଭର୍ତ୍ତି
ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କିୁ ହସ୍ପିଟାଲରେ ଭର୍ତ୍ତି କରିଯାଇଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୁମ୍ବାଇ : ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କିୁ ହସ୍ପିଟାଲରେ ଭର୍ତ୍ତି କରିଯାଇଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ସମସ୍ୟା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଏ ନେଇ ସୂଚନା ମିଳି ପାରିନାହିଁ ।

ତେବେ ନଭେମ୍ବର 2 ପାୱାରଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବାର ସମ୍ଭାବନା ଅଛି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ 4-5 ନଭେମ୍ବରରେ ଶିରିଡ଼ିରେ ଥିବା ଏନସିପି ପାର୍ଟି ଶିବିରରେ ଯୋଗଦେବେ ।
ପରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ । ନଭେମ୍ବର 8 ରେ ମହାରାଷ୍ଟ୍ରରେ ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବାକୁ ଯାଉଥିବା ବେଳେ ପାୱାର ରାହୁଲଙ୍କ ସହ ଏହି ଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି ।












Click it and Unblock the Notifications