Get Updates
Get notified of breaking news, exclusive insights, and must-see stories!

ନ୍ୟାସନାଲ ହେରାଲ୍ଡ କେସ୍ : ଜୁନ୍ 13 ରେ ହାଜର ହେବାକୁ ରାହୁଲଙ୍କୁ ଇଡି ନୋଟିସ୍

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ 13 ଜୁନ୍ 2022 ରେ ହାଜର ହେବାକୁ ସାନି ନୋଟିସ୍ ପଠାଇଛି ।

ନୂଆଦିଲ୍ଲୀ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ 13 ଜୁନ୍ 2022 ରେ ହାଜର ହେବାକୁ ସାନି ନୋଟିସ୍ ପଠାଇଛି । ରାହୁଲ ଗାନ୍ଧୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରୁ କିଛି ସମୟ ମାଗିଥିଲେ, ଯାହା ପରେ ଜୁନ୍ 13 ତାରିଖ ଦିଆଯାଇଛି ।

rahul gandhi

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବୁଧବାର (ଜୁନ୍ 2) ରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତାଙ୍କ ସାଂସଦ ପୁଅ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଥିଲା । ପଚରାଉଚୁରା ପାଇଁ ଜୁନ୍ 8 ରେ ହାଜର ହେବାକୁ ଇଡି ନୋଟିସରେ ଉଲ୍ଲେଖ କରିଥିଲା । କିନ୍ତୁ ରାହୁଲ ଗାନ୍ଧୀ ବିଦେଶରେ ଥିବାରୁ ନିଜ ପାଇଁ ଅଧିକ ସମୟ ମାଗିଥିଲେ, ଯାହା ପରେ ଜୁନ୍ 13 ପାଇଁ ତାରିଖ ଧାର୍ଯ୍ୟ କରାଯାଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+