ଦିଲ୍ଲୀରେ ସ୍ୱାମୀଙ୍କ ସହ ହନୁମାନ ଚାଲିସା ପାଠ କଲେ ସାଂସଦ ନବନୀତ୍ ରାଣା
ହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ୍ ରାଣା ଶନିବାର ଦିନ ଦିଲ୍ଲୀର କନ୍ନୋଟ୍ ପ୍ଲେସସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି । ଏହି ସମୟରେ ନବନୀତ୍ ରାଣା ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ଏବଂ ଅନେକ ସମର୍ଥକଙ୍କ ସହ ଥିଲେ ।
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ୍ ରାଣା ଶନିବାର ଦିନ ଦିଲ୍ଲୀର କନ୍ନୋଟ୍ ପ୍ଲେସସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି । ଏହି ସମୟରେ ନବନୀତ୍ ରାଣା ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ଏବଂ ଅନେକ ସମର୍ଥକଙ୍କ ସହ ଥିଲେ । ସମସ୍ତେ ମନ୍ଦିରରେ ହନୁମାନ ଚଲିସା ପୈଠ କରୁଥିବା ଦେଖିବାକୁ ମିଳିଥିଲା ।

ଆପଣଙ୍କୁ କହି ରଖୁଛୁ ଗତ ମାସରେ ନବନୀତ୍ ରାଣା ଏବଂ ରବି ରାଣା ମହାରାଷ୍ଟ୍ରର ସିଏମ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚଲିସା ପାଠ କରିବା ନେଇ ଘୋଷଣା କରି ବିବାଦ ଭିତରକୁ ଆସିଥିଲେ । ଉଭୟଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
#WATCH | Amravati MP Navneet Rana recites Hanuman Chalisa at Hanuman Temple, CP in Delhi. Her husband & Maharashtra MLA Ravi Rana also present with her.
They were arrested in April and later released on bail over the row to recite Hanuman Chalisa outside Maharashtra CM's house. pic.twitter.com/9yQZHkqlMt
— ANI (@ANI) May 14, 2022
ନବନୀତ୍ ଏବଂ ରବି ରାଣା କିଛି ସମୟ ଧରି ଲଗାତାର ବିବାଦରେ ରହିଛନ୍ତି । ଗତ ମାସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ବାହାରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ । 23 ଅପ୍ରେଲରେ ମୁମ୍ବାଇ ପୋଲିସ ଏଫଆଇଆର ରୁଜୁ କରି ଉଭୟଙ୍କୁ ଗିରଫ କରି କହିଛି ଯେ ସିଏମଙ୍କ ବାସଭବନରେ ଜନସମାଗମ ହୋଇଥିଲା ଏବଂ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।
13 ଦିନ ଜେଲରେ ରହିବା ପରେ ନବନୀତ୍ ରାଣା ଏବଂ ରବି ରାଣା କୋର୍ଟରୁ ଜାମିନ ପାଇଥିଲେ । ମେ 5 ରେ ଜେଲରୁ ବାହାରିବା ପରେ ନବନୀତ୍ କିଛି ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ଦିଲ୍ଲୀରେ ପହଞ୍ଚି ହନୁମାନ ଚଲିସା ପାଠ କରିଛନ୍ତି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications