ମଣିପୁର ବିଧାନସଭା ନିର୍ବାଚନ LIVE : ଅପରାହ୍ନ 3 ଟା ପର୍ଯ୍ୟନ୍ତ 67.77 ପ୍ରତିଶତ ମତଦାନ
ମଣିପୁର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ 6 ଜିଲ୍ଲାର ମୋଟ 22 ଆସନ ପାଇଁ ହେବ ଭୋଟ୍ ଗ୍ରହଣ ।

ଇମ୍ପାଲ୍ : ମଣିପୁର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି । ଏହି ପର୍ଯ୍ୟାୟରେ 6 ଜିଲ୍ଲାର ମୋଟ 22 ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏନେଇ ମାର୍ଚ୍ଚ 3 ତାରିଖରେ ସମସ୍ତ ପ୍ରଚାର ବନ୍ଦ ହୋଇସାରିଛି । ଏହି ପର୍ଯ୍ୟାୟରେ ପ୍ରାୟ 8.3 ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ 4 ଲକ୍ଷ 25 ହଜାର 192 ଜଣ ମହିଳା ଭୋଟର ଥିବାବେଳେ 4 ଲକ୍ଷ 7 ହଜାର 224 ଜଣ ପୁରୁଷ ଭୋଟର ଅଛନ୍ତି ।
ନିର୍ବାଚନ ସମ୍ପର୍କିତ ସମସ୍ତ ଅପଡେଟ୍ ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ-
Proud mothers along with their babies coming out to participate in the festival of democracy.#ECI #ElectionCommissionOfIndia #CEOManipur #SVEEP #ManipurVotes2022 #CovidSafeElections #ManipurElection2022 #ManipurElectionPhase2 pic.twitter.com/R6KI5Cyh5u
— The CEO Manipur (@CeoManipur) March 5, 2022
Felicitation of first time voter at Model Polling Station, 30/19,20 under 30 Lilong AC.#ECI #ElectionCommissionOfIndia #CEOManipur #SVEEP #ManipurVotes2022 #CovidSafeElections #ManipurElection2022 #ManipurElectionPhase2 pic.twitter.com/RHHlCiYe9U
— The CEO Manipur (@CeoManipur) March 5, 2022
A big shout out to the volunteers who are ever ready to assist PwD and elderly voters have a smooth voting experience. #ECI #ElectionCommissionOfIndia #CEOManipur #SVEEP #ManipurVotes2022 #CovidSafeElections #ManipurElection2022 pic.twitter.com/MwGkRZd02R
— The CEO Manipur (@CeoManipur) March 5, 2022
#ManipurElections2022| BJP candidate from Heirok assembly seat Thokchom Radheshyam Singh believes that he will win the election by a minimum of 5000 votes
"Polls will decide future of Manipur. I'll win by a margin of at least 5000 votes," retired IPS officer added after voting pic.twitter.com/hSlP1IZCpq
— ANI (@ANI) March 5, 2022














Click it and Unblock the Notifications