Maharashtra Political Crisis Live : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ, ଡେପୁଟି ସିଏମ ଫଡନାଭିସ
ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଉପରେ ଜବନିକା ପଡ଼ିଛି । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।

ମୁମ୍ବାଇ : ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଉପରେ ଜବନିକା ପଡ଼ିଛି । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେଲେ । ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଆଜି ଶପଥ ଗ୍ରହଣ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହର ଟିକିନିଖି ଖବର ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...
ଏକନାଥ ସିନ୍ଦେ CM ହେବା ଉଦଭ ଠାକରେ ଏବଂ ତାଙ୍କ ଶିବସେନା ପାଇଁ ଏକ ଖରାପ ଖବର । ଠାକରେ ଆଶା କରୁଥିଲେ ଯେ ବିଜେପିରେ ଜଣେ ସିଏମ ରହିବେ ଯିଏ ତାଙ୍କୁ ଏକନାଥ ସିନ୍ଦେଙ୍କୁ ଆକ୍ରମଣ କରିବା ପାଇଁ ଅସ୍ତ୍ର ଦେବେ । କିନ୍ତୁ ଏହା ଶିବସେନାକୁ ପୁନର୍ବାର ଗଠନ କରିବାର କାର୍ଯ୍ୟକୁ ଠାକରେଙ୍କ ପାଇଁ ଅଧିକ କଷ୍ଟସାଧ୍ୟ କରିଦେଇଛି - ଏନସିର ନେତା ଓମାର ଅବଦୁଲ୍ଲା













Click it and Unblock the Notifications