ତିନି ଲୋକସଭା ଓ 29 ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ୍ ଗଣତି

ଦେଶର 13ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତିନିଟି ଲୋକସଭା ଆସନ ଏବଂ 29 ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ୍ ଗଣତି

ନୂଆଦିଲ୍ଲୀ : ଦେଶର 13ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତିନିଟି ଲୋକସଭା ଆସନ ଏବଂ 29 ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ଅକ୍ଟୋବର 30 ତାରିଖରେ ଏହି ସମସ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ସକାଳ 8 ଟାରୁ ଆରମ୍ଭ ହୋଇଛି ଗଣତି ।

by election

ତିନି ଲୋକସଭା ଆସନ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିଭଳି ଆସାମର 5ଟି ବିଧାନସଭା ଆସନ ସହ ପଶ୍ଚିମବଙ୍ଗରେ 4ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର 3 ଲେଖାଏଁ ଆସନ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ 2 ଲେଖାଏଁ ଆସନରେ ଚାଲିଛି ଭୋଟ ଗଣତି । ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ଭୋଟ ଗଣତି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+