କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023 : ସରିଛି ମତଦାନ, ମେ 13 ରେ ଆସିବ ଫଳାଫଳ
224 ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନା ପାଇଁ ମତଦାନ ସରିଛି । ମୁଖ୍ୟ ପ୍ରତିଯୋଗିତା ଶାସକ ବିଜେପି, କଂଗ୍ରେସ ଏବଂ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍) ମଧ୍ୟରେ ରହିଥିଲା । ଏହି ନିର୍ବାଚନକୁ 2024 ଲୋକସଭା ନିର୍ବାଚନର ସେମିଫାଇନାଲ ଭାବରେ ମଧ୍ୟ ବିବେଚନା କରାଯାଉଛି । ନିର୍ବାଚନ ଫଳାଫଳ ଆସନ୍ତା 13ରେ ଆସିବ । ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ପାଇଁ 'ୱାନଇଣ୍ଡିଆ ଓଡ଼ିଆ' ସହ ଯୋଡ଼ି ହୋଇ ରହିଥିବାରୁ ଧନ୍ୟବାଦ୍ ।

ଝାରସୁଗୁଡ଼ା ଉପ ନିର୍ବାଚନ
Experiencing casting of first time vote of a new voter at Beheramal Polling Booth during Bye-Election to 07-Jharsuguda AC. @odishace pic.twitter.com/nERpDfCbNk
— DM_Jharsuguda (@dm_jharsuguda) May 10, 2023
Polling officials in ethnic attire at the theme-based polling station in Kalghatgi Constituency PS No. 105 #GoVote #AssemblyElections2023 #KarnatakaAssemblyElections2023 #ECI #GoVote #IVote4Sure pic.twitter.com/14CjNYcU3h
— Election Commission of India #SVEEP (@ECISVEEP) May 10, 2023
ଝାରସୁଗୁଡ଼ା ଉପ ନିର୍ବାଚନ
ଭୋଟ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର #Oneindiaodia #TankadharTripathy #Odisha #Vote #jharsugudabypoll pic.twitter.com/2lqbeMf66j
— Oneindiaodia News (@Oneindia_odia) May 10, 2023
ଝାରସୁଗୁଡ଼ା ଉପ ନିର୍ବାଚନ
ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ସମୟରେ ଗରମର ମୁକାବିଲା ପାଇଁ ପ୍ରତି ବୁଥରେ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି@dm_jharsuguda @IPR_Odisha @ECISVEEP @SPJharsuguda pic.twitter.com/u6vgybxZ2x
— CEO Odisha (@OdishaCeo) May 10, 2023
ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ପାଇଁ ୱାନଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ...https://t.co/r4jtaAzeVm#KarnatakaAssemblyElection2023 #KarnatakaElections #KarnatakaElection2023 #Election2023 #KarnatakaElectionsWithOI pic.twitter.com/mXBjPz8dfx
— Oneindiaodia News (@Oneindia_odia) May 10, 2023
#KarnatakaElections | Kannada actor Dhruva Sarja cast his vote in Bengaluru today. pic.twitter.com/rmjswAUUoM
— ANI (@ANI) May 10, 2023
#KarnatakaElections | Kannada actor Dhruva Sarja cast his vote in Bengaluru today. pic.twitter.com/rmjswAUUoM
— ANI (@ANI) May 10, 2023
କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ କ୍ଷମତାକୁ ଆସିବ ବୋଲି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି
3 ଟା ସୁଦ୍ଧା 49.8 ପ୍ରତିଶତ ମତଦାନ
ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ପାଇଁ ୱାନଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ...https://t.co/r4jtaAzMKU#KarnatakaAssemblyElection2023 #KarnatakaElections #KarnatakaElection2023 #Election2023 #KarnatakaElectionsWithOI pic.twitter.com/FL3VZDH60j
— Oneindiaodia News (@Oneindia_odia) May 10, 2023
ଝାରସୁଗୁଡ଼ା ଉପ ନିର୍ବାଚନ
ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ଓ ବୟସାଧିକ ଭୋଟରଙ୍କ ମତଦାନକୁ ସହଜ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସମ୍ମାନ ସ୍ୱରୂପ ଏହିପରି ସମସ୍ତ ଭୋଟରଙ୍କୁ ଏକ ଫୁଲ ଦିଆଯାଇଛି|
— CEO Odisha (@OdishaCeo) May 10, 2023
ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ପ୍ରଶଂସନୀୟ।@dm_jharsuguda @IPR_Odisha @ECISVEEP @SPJharsuguda pic.twitter.com/zsYeCZE0UK
#WATCH | Delhi: BJP's govt will be formed in Karnataka: Union Minister Sarbananda Sonowal pic.twitter.com/Yl6fMgVvRf
— ANI (@ANI) May 10, 2023












Click it and Unblock the Notifications