ଇସ୍ତଫା ପ୍ରଶ୍ନର ଜବାବ ରଖିଲେ ୟେଦ୍ଦୁରପ୍ପା, କହିଲେ - 'ଏ ସବୁ ଗୁଜବ, ମୁଁ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛି'

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପାଙ୍କ ଇସ୍ତଫା ନେଇ ଗତ କିଛି ଦିନ ହେବ ରାଜନୈତିକ ମହଲରେ ଉତ୍ତେଜନା ଦେଖାଦେଇଛି । ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦୁରପ୍ପା କହିଛନ୍ତି ଯେ "ଏସବୁ କେବଳ ଗୁଜବ । ମୁଁ ଆଦୌ ଇସ୍ତଫା ଦେବି ନାହିଁ ।"

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପାଙ୍କ ଇସ୍ତଫା ନେଇ ଗତ କିଛି ଦିନ ହେବ ରାଜନୈତିକ ମହଲରେ ଉତ୍ତେଜନା ଦେଖାଦେଇଛି । ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦୁରପ୍ପା କହିଛନ୍ତି ଯେ "ଏସବୁ କେବଳ ଗୁଜବ । ମୁଁ ଆଦୌ ଇସ୍ତଫା ଦେବି ନାହିଁ ।"

bs yediyurappa

ସେ କହିଛନ୍ତି, "ଇସ୍ତଫା ଦେବାର ପ୍ରଶ୍ନ ନାହିଁ । ଗତକାଲି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛି । ମୁଁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ବିକାଶ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛୁ । ଆସନ୍ତା ମାସ ଅଗଷ୍ଟରେ ମୁଁ ପୁଣି ଦିଲ୍ଲୀ ଆସିବି । ଏହିପରି ଖବରର କୌଣସି ମୂଲ୍ୟ ନାହିଁ।"

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି ଯେ ମୁଁ ରାଜନାଥ ସିଂ, ଅମିତ ଶାହା, ଜେପି ନଡ୍ଡା ଙ୍କ ସହ କଥା ହେବି ଏବଂ ମେକେଡାଟୁ ପ୍ରକଳ୍ପ ପାଇଁ ଅନୁମତି ପାଇବାକୁ ଜଳ ସମ୍ପଦ ମନ୍ତ୍ରୀଙ୍କୁ ମଧ୍ୟ ଭେଟିବି ।

ଆଫଣଙ୍କୁ କହିରଖୁଛୁ, ୟେଦୁରପ୍ପା ଶୁକ୍ରବାର ଦିନ କିଛି ପରିବାର ସଦସ୍ୟଙ୍କ ସହ ବେଙ୍ଗାଲୁରୁରୁ ଏକ ଚାର୍ଟାର୍ଡ ​​ବିମାନରେ ଦିଲ୍ଲୀ ଆସିଥିଲେ । ଏଠାକୁ ଆସି ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟେଦୁରୁପ୍ପାଙ୍କ ମଧ୍ୟରେ ଅଧ ଘଣ୍ଟା ଧରି କ୍ୟାବିନେଟରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+