IRCTC ଘୋଟାଲା : ବଢିଲା ତେଜସ୍ୱୀ ଯାଦବଙ୍କ ସମସ୍ୟା, ଜାମିନ ବାତିଲ କରିବାକୁ ସିବିଆଇର ଦାବି

ଆଇଆରସିଟିସି ଘୋଟାଲାକୁ ନେଇ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡ଼ୁଆ ବଢିଛି । ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ ଦିଲ୍ଲୀ କୋର୍ଟରେ ଏକ ଆବେଦନ କରିଛି ।

ନୂଆଦିଲ୍ଲୀ : ଆଇଆରସିଟିସି ଘୋଟାଲାକୁ ନେଇ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡ଼ୁଆ ବଢିଛି । ତେଜସ୍ୱୀ ଯାଦବଙ୍କ ଜାମିନ ବାତିଲ କରିବାକୁ ସିବିଆଇ ଦିଲ୍ଲୀ କୋର୍ଟରେ ଏକ ଆବେଦନ କରିଛି । ଏହା ପରେ ତେଜସ୍ୱୀ ଯାଦବଙ୍କୁ କୋର୍ଟ ମଧ୍ୟ ନୋଟିସ ଜାରି କରିଛନ୍ତି । ଏହି ଆବେଦନ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତେଜସ୍ୱୀଙ୍କୁ ସମନ ଜାରି କରିଛନ୍ତି ।

tejashwi yadav

ସିବିଆଇ କହିଛି ଯେ ତେଜସ୍ୱୀ ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇ ଅଧିକାରୀଙ୍କୁ ଧମକ ଦେଇଥିଲେ । ତେଜସ୍ୱୀ ଯାଦବଙ୍କ ଜାମିନକୁ ବାତିଲ କରାଯିବା ଉଚିତ କାରଣ ସେ ଜାମିନ ସର୍ତ୍ତ ଉଲ୍ଲଂଘନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+