Get Updates
Get notified of breaking news, exclusive insights, and must-see stories!

ହିମାଚଳ ନିର୍ବାଚନ 2022 : ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ 26 ନେତା

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଫ ମାତ୍ର 4 ଦିନ ବାକି ଥିବା ବେଳେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ଦଳର 26 ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି ।

ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଫ ମାତ୍ର 4 ଦିନ ବାକି ଥିବା ବେଳେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ଦଳର 26 ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧର୍ମପାଲ ଠାକୁରଙ୍କ ସମେତ 26 ନେତା ଓ କର୍ମୀ କଂଗ୍ରେସ ଛାଡି 7 ନଭେମ୍ବରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

himachal pradesh

ବିଧାନସଭା ନିର୍ବାଚନ ପୂର୍ବରୁ 26 ନେତା ଏକାଠି ଦଳ ଛାଡିବା ହିମାଚଳ କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । କାରଣ, ଭୋଟ୍ ପାଇଁ ମାତ୍ର 4 ଦିନ ବାକି ରହିଛି । ଏହି ସମସ୍ତ କଂଗ୍ରେସ ନେତା 07 ନଭେମ୍ବରରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏବଂ ବିଜେପି ଉପାଧ୍ୟକ୍ଷ ସୌଦାୱ ସିଂହଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ହିମାଚଳ ବିଜେପିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏ ନେଇ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର କଂଗ୍ରେସ ଦଳର ନେତା ଓ କର୍ମୀଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ସେ କହିଛନ୍ତି, ଆସନ୍ତୁ ମିଳିତ ଭାବେ ବିଜେପିର ଐତିହାସିକ ବିଜୟ ପାଇଁ କାର୍ଯ୍ୟ କରିବା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+