Get Updates
Get notified of breaking news, exclusive insights, and must-see stories!

ପଞ୍ଜାବ କଂଗ୍ରେସରେ ବଡ ପରିବର୍ତ୍ତନ : ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ସ୍ଥାନ ନେଇ ପାରନ୍ତି ହରିଶ ଚୌଧୁରୀ

ହରିଶ ଚୌଧୁରୀଙ୍କୁ ହରିଶ ରାୱତଙ୍କ ସ୍ଥାନରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ନିଯୁକ୍ତ କରାଯାଇପାରେ । ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରରେ ହରିଶ ଚୌଧୁରୀ ରାଜସ୍ୱ ମନ୍ତ୍ରୀ ଅଟନ୍ତି ଏବଂ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଜଣାଶୁଣା ।

ଚଣ୍ଡୀଗଡ଼ : ପଞ୍ଜାବରେ କଂଗ୍ରେସ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦଳୀୟ ସଂଗଠନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଶୀର୍ଷ ନେତୃତ୍ୱ ପ୍ରସ୍ତୁତି କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ ହରିଶ ଚୌଧୁରୀଙ୍କୁ ହରିଶ ରାୱତଙ୍କ ସ୍ଥାନରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ନିଯୁକ୍ତ କରାଯାଇପାରେ । ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରରେ ହରିଶ ଚୌଧୁରୀ ରାଜସ୍ୱ ମନ୍ତ୍ରୀ ଅଟନ୍ତି ଏବଂ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଜଣାଶୁଣା ।

harish rawat-Harish Chaudhury

ଏହାପୂର୍ବରୁ ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଦାୟିତ୍ୱରୁ ତାଙ୍କୁ ହଟାଇବାକୁ ହରିଶ ରାୱତ କଂଗ୍ରେସ ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ପଞ୍ଜାବ ସରକାରରେ ସମ୍ପ୍ରତି ନେତୃତ୍ୱ ପରିବର୍ତ୍ତନ ସମୟରେ ହରିଶ ଚୌଧୁରୀଙ୍କୁ ମଧ୍ୟ ଦଳ ପର୍ଯ୍ୟବେକ୍ଷକ ଭାବରେ ପଠାଇଥିଲେ । ଏହା ମଧ୍ୟ ସୂଚନା ରହିଥି ଯେ, ମଙ୍ଗଳବାର ଦିନ ଯେତେବେଳେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ଆଲୋଚନା ପାଇଁ ହରିଶ ଚୌଧୁରୀ ମଧ୍ୟସ୍ଥତା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+