Get Updates
Get notified of breaking news, exclusive insights, and must-see stories!

ବେଆଇନ ଖଣି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ୍

ବେଆଇନ୍ ଖଣି ମାମଲାରେ ଇଡି ହେମନ୍ତଙ୍କୁ ନୋଟିସ୍ ଜାରି କରିଛି । ଆସନ୍ତାକାଲି ଅର୍ଥାତ୍ ନଭେମ୍ବର 3 ରେ ପଚରାଉଚରା ପାଇଁ ରାଞ୍ଚିସ୍ଥିତ ମୁଖ୍ୟାଳୟକୁ ଡାକିଛି ।

ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ଥମିବାର ନାମ ନେଉନାହିଁ । ବେଆଇନ୍ ଖଣି ମାମଲାରେ ଇଡି ହେମନ୍ତଙ୍କୁ ନୋଟିସ୍ ଜାରି କରିଛି । ଆସନ୍ତାକାଲି ଅର୍ଥାତ୍ ନଭେମ୍ବର 3 ରେ ପଚରାଉଚରା ପାଇଁ ରାଞ୍ଚିସ୍ଥିତ ମୁଖ୍ୟାଳୟକୁ ଡାକିଛି ।

Hemant Soren

ଆପଣଙ୍କୁ କହି ରଖୁଛୁ ଇଡି ଆସନ୍ତାକାଲି ସକାଳ 11:30 ରେ ହେମନ୍ତ ସୋରେନଙ୍କୁ କାର୍ଯ୍ୟାଳୟକୁ ଡାକିଛି । ଏଥି ସହିତ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି କଡା ସୁରକ୍ଷା ବ୍ୟବସ୍ଥା କରିବା ନେଇ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ପଚରାଉଚୁରା ନେଇ ନୋଟିସ୍ ର ମୁଖ୍ୟ କାରଣ ହେଲେ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ତଥା ଝାଡ଼ଖଣ୍ଡ ମୁଖୀ ମୋର୍ଚ୍ଚା ନେତା ପଙ୍କଜ ମିଶ୍ର । ମନି ଲଣ୍ଡରିଂ ଆକ୍ଟ ଅଧୀନରେ ବେଆଇନ ଖଣି ମାମଲାରେ ସେ ଗିରଫ ହୋଇଛନ୍ତି । ବେଆଇନ ଖଣି ମାମଲାରେ ସମ୍ପୃକ୍ତ ହୋଇ କୋଟି କୋଟି ମୂଲ୍ୟର ସମ୍ପତ୍ତି ହାସଲ କରିଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+