LIVE : ସାତଟି ପର୍ଯ୍ୟାୟରେ ହେବ 5 ରାଜ୍ୟର ବିଧାନସଭା ନିର୍ବାଚନ
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହି ରାଜ୍ୟଗୁଡିକରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚରେ ଶେଷ ହେବ ।
ନୂଆଦିଲ୍ଲୀ : କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପାଞ୍ଚଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହି ରାଜ୍ୟଗୁଡିକରେ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚରେ ଶେଷ ହେବ । ଏନେଇ ଆଜି ଅପରାହ୍ନ 3.30 ମିନିଟ ସମୟରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିବେ ।
ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ କରୋନା ଭାଇରସ ଯୋଗୁଁ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ କିଛି ସମୟ ପାଇଁ ସ୍ଥଗିତ ରଖାଯାଇପାରେ, କିନ୍ତୁ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ଠିକ୍ ସମୟରେ ହେବ ।
ପାଞ୍ଚ ରାଜ୍ୟର ନିର୍ବାଚନ ସମ୍ପର୍କିତ ଖବର ପାଇଁ ପଢନ୍ତୁ https://odia.oneindia.com/

READ MORE












Click it and Unblock the Notifications