Get Updates
Get notified of breaking news, exclusive insights, and must-see stories!

ଫୋନଯୋଗେ ଅଜିତଙ୍କ ପରିବାର ସହ କଥାହେଲେ ରାହୁଲ ଗାନ୍ଧୀ, ଜଣାଇଲେ ସମବେଦନା

କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ତାଙ୍କ ପରିବାର ସହ କଥା ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ରାହୁଲ ତାଙ୍କ ପରିବାରକୁ ଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି ।

ଭୁବନେଶ୍ୱର : କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ତାଙ୍କ ପରିବାର ସହ କଥା ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ରାହୁଲ ତାଙ୍କ ପରିବାରକୁ ଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି । ରାହୁଲ ଗାନ୍ଧୀ ମଙ୍ଗରାଜଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ଫୋନ ଯୋଗେ କଥା ହୋଇ ସାନ୍ତ୍ୱନା ଦେଇ କହିଛନ୍ତି ଅଜିତ ମଙ୍ଗରାଜ୍ କଂଗ୍ରେସ ଦଳର ଜଣେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ । ଏଭଳି ସଂକଟ ସମୟରେ ଦଳ ଅଜିତଙ୍କ ପରିବାର ସହ ରହିଛି ।

Rahul-Gandhi

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନରେ ଅଜିତ ମଙ୍ଗରାଜ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିଲେ । ମତଦାନର ତିନିଦିନ ପୂର୍ବରୁ ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+