କଳ୍ପନା ଜଳ୍ପନାର ଅନ୍ତ ଘଟାଇଲା ବିଜେପି, ଗୋରଖପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଯୋଗୀ ଆଦିତ୍ୟନାଥ
ଶନିବାର ଦିନ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ହେବେ । ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପ୍ରୟାଗରାଜ ଜିଲ୍ଲାର ସିରାଥୁରୁ ଟିକେଟ ଦିଆଯାଇଛି ।
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଦଳର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନକୁ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଆଜି ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ଏଥିରେ ଜବନିକା ପକାଇଛି ।

ଦଳ ପକ୍ଷରୁ କୁହାଯାଇଛି ଯେ ଆଦିତ୍ୟନାଥ ଗୋରଖପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଶନିବାର ଦିନ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ହେବେ । ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ପ୍ରୟାଗରାଜ ଜିଲ୍ଲାର ସିରାଥୁରୁ ଟିକେଟ ଦିଆଯାଇଛି ।
बीजेपी ने आगामी उत्तर प्रदेश विधानसभा चुनाव 2022 के लिए अपने उम्मीदवारों के नाम की सूची जारी की। #UttarPradeshElection2022 pic.twitter.com/iRf3tII6qz
— ANI_HindiNews (@AHindinews) January 15, 2022












Click it and Unblock the Notifications