Get Updates
Get notified of breaking news, exclusive insights, and must-see stories!

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ : ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ 43 ଜଣ ସାମିଲ ହୋଇଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମନ୍ତ୍ରୀମାନେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ : ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ 43 ଜଣ ସାମିଲ ହୋଇଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମନ୍ତ୍ରୀମାନେ ସାମିଲ ହୋଇଛନ୍ତି ।

ନୂଆ କ୍ୟାବିନେଟରେ ଉତ୍ତର ପ୍ରଦେଶରୁ ସର୍ବାଧିକ 8 ଜଣ ମନ୍ତ୍ରୀ ହୋଇଥିବା ବେଳେ ଗୁଜୁରାଟରୁ 6 ଜଣ ମନ୍ତ୍ରୀ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ 4 ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି । ବିହାର ଓ କର୍ଣ୍ଣାଟକରୁ 3 ଜଣ ଲେଖାଏଁ ମନ୍ତ୍ରୀ ହୋଇଥିବା ବେଳେ ମଧ୍ୟପ୍ରଦେଶ ଓ ଓଡ଼ିଶାରୁ 2 ଜଣ ମନ୍ତ୍ରୀ ହୋଇଛନ୍ତି ।

cabinet

ଅପରପକ୍ଷରେ ଆସାମ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ନୂଆଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ଝାଡଖଣ୍ଡ, ତେଲେଙ୍ଗାନା, ତ୍ରିପୁରା, ଅରୁଣାଚଳପ୍ରଦେଶ ଓ ମଣିପୁରରୁ ଜଣେ ଲେଖାଏଁ ମୋଦୀଙ୍କ ନୂଆ ଟିମରେ ମନ୍ତ୍ରୀ ହୋଇଛନ୍ତି । ଏଠାରେ ସୂଚନାଥାଉକି, ମୋଦୀଙ୍କ କ୍ୟାବିନେଟରେ ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି ।

ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ସାମିଲ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+