Get Updates
Get notified of breaking news, exclusive insights, and must-see stories!

ବଙ୍ଗଳା ସମେତ 5 ଟି ରାଜ୍ୟରେ 27 ଫେବୃଆରୀରେ ହେବ ଉପ-ନିର୍ବାଚନ, ମାର୍ଚ୍ଚ 2 ରେ ଫଳାଫଳ

ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ବିଧାନସଭା ଆସନ ପାଇଁ 27 ଫେବୃଆରୀରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ: ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ନିର୍ବାଚନୀ ବିଗୁଲ । ଏହା ସହିତ ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି ।

election commission of India

ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ ର ଗୋଟିଏ ଲେଖାଏଁ ଆସନ ଏବଂ ମହାରାଷ୍ଟ୍ରର ଦୁଇଟି ବିଧାନସଭା ଆସନ ପାଇଁ ଫେବୃଆରୀ 27 ରେ ଭୋଟ୍ ଗ୍ରହଣ ହେବ । ଏହା ସହିତ ଫେବୃଆରୀ 27 ରେ ଲାକ୍ଷାଦ୍ୱୀପର ଏକ ସଂସଦୀୟ କ୍ଷେତ୍ର ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ଫଳାଫଳ ମାର୍ଚ୍ଚ 2 ରେ ପ୍ରକାଶ ପାଇବ ।

ଉପ ନିର୍ବାଚନ ପାଇଁ ଜାନୁଆରୀ 31 ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପେବୃଆରୀ 7 ତାରିଖ ରହିଛି ନାମାଙ୍କ ଦାଖଲର ଶେଷ ଦିନ । ଏହା ପରେ ଫେବୃାରୀ 8 ତଚାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ସେହିପରି ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି ଫେବୃଆରୀ 10 ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+