Odisha Assembly Election 2024: ପ୍ରକାଶ ପାଇଲା ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, କିଏ ପାଇଲେ କେଉଁଠୁ ଟିକେଟ୍

Odisha BJP Candidate list: ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେପିର ପ୍ରାର୍ଥୀ ତାଲିକା । 112 ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ବର୍ତ୍ତମାନର 22 ବିଧାୟକଙ୍କ ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

BJP

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପାଇଛନ୍ତି ଟିକେଟ୍ । ସେହିପରି ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର । ତଳସରା ରୁ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ରୁ କୁସୁମ ଟେଟେ, ବୀରମିତ୍ରପୁର ରେ ଶଙ୍କର ଓରାମ, ରଘୁନାଥପାଲୀ ରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇ ରେ ସେବତୀ ନାଏକ ପାଇଛନ୍ତି ଟିକେଟ୍ ।  

ସେହିପରି କୁଚିଣ୍ଡା ଆସନରୁ ରବି ନାରାୟଣ ନାଏକ ଟିକେଟ୍ ପାଇଛନ୍ତି । ଏହାସହ ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ ଓ ଉଦଳାରୁ ଭାସ୍କର ମଢ଼େଇ ଟିକେଟ୍ ପାଇଛନ୍ତି । ସେହିପରି ଭଟଲୀରୁ ଇରଶିଷ ଆଚାର୍ଯ୍ୟ, ପଦ୍ମପୁର ରୁ ଗୋବର୍ଦ୍ଧନ ଭୋଇ, ଦିଗପହଣ୍ଡିରୁ ସିଦ୍ଧାନ୍ତ ମିହାପାତ୍ର ଓ ବ୍ରଜରାଜନଗରରେ ସୁରେଶ ପୂଜାରୀ ଟିକେଟ୍ ପାଇଛନ୍ତି ।

କିଏ କେଉଁଠୁ ପାଇବେ ?

ପଦ୍ମପୁର- ଗୋବର୍ଦ୍ଧନ ଭୁଏ
ବିଜେପୁର- ସନତ ଗଡ଼ତିଆ
ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ
ଅତାବିରା- ନିହାର ମହାନନ୍ଦ
ଭଟଲୀ- ଈରାଶିଷ ଆଚାର୍ଯ୍ୟ
ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
ତଳସରା- ଭବାନୀଶଙ୍କର ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ
ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
ବଣାଇ- ସେବତୀ ନାଏକ
କୁଚିଣ୍ଡା- ରବି ନାରାୟଣ ନାଏକ
ରେଙ୍ଗାଲି- ନାଉରୀ ନାଏକ
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଗଡ଼- ସୁବାସ ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ ସେଠୀ
କେନ୍ଦୁଝର- ମୋହନ ମାଝୀ
ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି
ବାରିପଦା- ପ୍ରକାଶ ସୋରେନ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ବର- ବ୍ରଜ ପ୍ରଧାନ
ବାଲେଶ୍ବର- ମାନସ ଦତ୍ତ
ରେମୁଣା- ଗୋବିନ୍ଦ ଦାସ
ସୋର- ରାଜେନ୍ଦ୍ର ଦାସ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର
ଧାମନଗର- ସୂର୍ଯ୍ୟବଂଶୀ ସୂରଜ
ବିଂଝାରପୁର- ବବିତା ମଲ୍ଲିକ
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ସ୍ମୃତିରେଖା ପହି
ଯାଜପୁର- ଗୌତମ ରାୟ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର- ଶତୃଘ୍ନ ଜେନା
ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳିନ୍ଦୀ ସାମଲ
ଛେଣ୍ଡିପଦା- ଅଗସ୍ତୀ ବେହେରା
ଆଠମଲ୍ଲିକ- ସଂଜୀବ ସାହୁ
ବୀରମହାରାଜପୁର- ରଘୁନାଥ ଜଗଦଳା
ସୋନପୁର- ପ୍ରମୋଦ ମହାପାତ୍ର
ଲୋଇସିଂହା- ମୁକେଶ ମହାଲିଙ୍ଗ
ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼- ନବୀନ ଜୈନ
କଣ୍ଟାବାଂଜି- ଲକ୍ଷ୍ମଣ ବାଗ
ନୂଆପଡ଼ା- ଅଭିନନ୍ଦନ ପଣ୍ଡା
ଖଡ଼ିଆଳ- ହିତେଶ ବଗର୍ତ୍ତୀ
ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼- ରମେଶ ମାଝୀ
ଜୁନାଗଡ଼- ମନୋଜ ମେହେର
ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
ନର୍ଲା- ଅନୀରୁଦ୍ଧ ପ୍ରଧାନ
ବାଲିଗୁଡ଼ା- କଳ୍ପନା କହଁର
ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ- ଉମାଚରଣ ମଲ୍ଲିକ
ଅନୁଗୋଳ- ପ୍ରତାପ ପ୍ରଧାନ
କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ
ବୌଦ୍ଧ- ସରୋଜ ପ୍ରଧାନ
ବଡ଼ମ୍ବା- ସମ୍ବିତ ତ୍ରିପାଠୀ
ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼- ଅଭୟ ବାରିକ
ଚୌଦ୍ୱାର- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ
କଟକ ସଦର- ପ୍ରକାଶ ସେଠୀ
ମାହାଙ୍ଗା- ସୁମନ୍ତ ଘଡ଼େଇ
ପାଟକୁରା- ତେଜେଶ୍ବର ପରିଡ଼ା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ
ପାରାଦୀପ- ସଂପଦ ସ୍ୱାଇଁ
ତିର୍ତ୍ତୋଲ- ରାଜକିଶୋର ବେହେରା
ନିମାପଡ଼ା- ପ୍ରଭାତି ପରିଡ଼ା
ପୁରୀ- ଜୟନ୍ତ ଷଡ଼ଙ୍ଗୀ
ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ ପଟ୍ଟନାୟକ
ଜୟଦେବ- ଅରବିନ୍ଦ ଢାଲି
ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଏକାମ୍ର- ବାବୁ ସିଂହ
ଜଟଣୀ- ବିଶ୍ୱରଂଜନ ବଡ଼ଜେନା
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
ରଣପୁର- ତାପସ ମାର୍ଥା
ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ
ଭଂଜନଗର- ପ୍ରଦ୍ୟୁମ୍ନ ନାଏକ
ପୋଲସରା- ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ନାୟକ
ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
ଆସିକା- ସରୋଜ ପାଢ଼ୀ
ସୋରଡ଼ା- ନୀଳମଣି ବିଷୋୟୀ
ହିଂଜିଳି- ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଜେନା
ବ୍ରହ୍ମପୁର- କେ. ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ
ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
ଗୁଣପୁର- ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
ମାଲକାନଗିରି- ନରସିଂହ ମାଡ଼କାମୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+