ବିଜେଡ଼ିରେ ସାମିଲ ହେବେ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ୱର: ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଆଜି ବିଜେଡିରେ ସାମିଲ ହୋଇପାରନ୍ତି । ନବୀନ ନିବାସରେ ମିଶ୍ରଣ ପର୍ବରେ ସାମିଲ ହେବା ନେଇ ଜଣାପଡ଼ିଛି ।

Bijoy Mohapatra s Son may join BJD today

ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି । 2019 ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଆଜି ସେ ବିଜେଡିରେ ସାମିଲ ହୋଇପାରନ୍ତି ।

ଗଣମାଧ୍ୟମ ଆଗରେ ମଧ୍ୟ ସେ ଏକାଧିକ ବାର ଆଗକୁ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ବି କେଉଁ ଦଳରୁ ପ୍ରଶ୍ନ ହେଲେ ଅପେକ୍ଷା କରିବାକୁ କହୁଥିଲେ । ସେବେଠୁ ଅରବିନ୍ଦ ବିଜେଡିରେ ସାମିଲ୍‌ ହେବାନେଇ ଚର୍ଚ୍ଚା ହେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+