ବିଜେଡ଼ି ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକରା, ନିର୍ବାଚନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସମସ୍ତ ଦଳ । ଏହି ସମୟରେ ଆଜି ବସିବ ବିଜେଡ଼ି ବୈଠକ । ବିଜେଡ଼ିର ବରିଷ୍ଠନେତାଙ୍କୁ ଆଜି ନବୀନ ନିବାସକୁ ଡାକରା ଆସିଛି । ଅପରାହ୍ନ ସାଢେ 3ଟା ସମୟରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଆସନ୍ତା 2024 ସାଧାରଣ ନିବାର୍ଚନକୁ ନେଇ ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ରହିଛି ।

Naveen patnaik - BJD

ଏହି ବୈଠକରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । କିନ୍ତୁ ନିବାର୍ଚନ ସଂକ୍ରାନ୍ତରେ ଦଳର ନେତାଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି । ବୈଠକ ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+