ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ପାଇଁ ଉପାଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ତାଲିକା

ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ପାଇଁ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକଙ୍କ ତାଲିକା ପ୍ରକାଶ କରିଛନ୍ତି | ଦଳର ସଭାପତି 5ଜଣ ଜିଲ୍ଲା ଉପାଧ୍ୟକ୍ଷ, 6ଜଣ ସାଧାରଣ ସମ୍ପାଦକ, 10ଜଣ ସମ୍ପାଦକ ଏବଂ ଜଣେ ଟ୍ରେଜରରଙ୍କ ନାମ ଘୋଷଣା କରିଛନ୍ତି |

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ପାଇଁ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକଙ୍କ ତାଲିକା ପ୍ରକାଶ କରିଛନ୍ତି | ଦଳର ସଭାପତି 5ଜଣ ଜିଲ୍ଲା ଉପାଧ୍ୟକ୍ଷ, 6ଜଣ ସାଧାରଣ ସମ୍ପାଦକ, 10ଜଣ ସମ୍ପାଦକ ଏବଂ ଜଣେ ଟ୍ରେଜରରଙ୍କ ନାମ ଘୋଷଣା କରିଛନ୍ତି | ଏନେଇ ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି |

BJD-List
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+