ଭୁବନେଶ୍ୱର : ଆରମ୍ଭ ହୋଇଛି ଭୋଟ୍ ଗଣତି | ପ୍ରଥମେ ପୋଷ୍ଟାଲ ବାଲାଟ୍ ଭୋଟ୍ ଗଣତି ହେଉଛି | କିଛି ସମୟ ପରେ ଇଭିଏମ୍ ଭୋଟ୍ ଗଣତି ହେବ |