West Bengal Election 2021 Phase 8 Live Updates: ଅପରାହ୍ନ 3.37 ସୁଦ୍ଧା 68.46 ପ୍ରତିଶତ ମତଦାନ ରେକର୍ଡ
ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ ।
କୋଲକାତା : ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ । ଅପରାହ୍ନ 3.37 ସୁଦ୍ଧା 68.46 ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6.30ରେ ଶେଷ ହେବ । ଏହି ପର୍ଯ୍ୟାୟରେ 35 ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମୋଟ 283 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପ୍ରାୟ 84 ଲକ୍ଷ ଭୋଟର 11 ହଜାର 860 ମତଦାନ କେନ୍ଦ୍ରରେ ମତଦାନ କରିବେ ।
ପଶ୍ଚିମବଙ୍ଗରେ 8 ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏପର୍ଯ୍ୟନ୍ତ 7 ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସନ୍ତା 2 ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

68.46% voter turnout recorded till 3.37pm in West Bengal Assembly elections: Election Commission of India pic.twitter.com/ykAJu8UwYS
— ANI (@ANI) April 29, 2021
#WestBengalElections2021 | 16.04% voter turnout recorded till 9:31 am. pic.twitter.com/vlBswY3tLf
— ANI (@ANI) April 29, 2021
West Bengal: A bomb was hurled near Mahajati Sadan Auditorium in north Kolkata today. Election Commission has sought details of the incident. Details awaited. pic.twitter.com/hbhikPorZo
— ANI (@ANI) April 29, 2021
पश्चिम बंगाल: मालदा से भाजपा उम्मीदवार गोपाल चंद्र साहा ने वोट डाला।
उन्होंने कहा, ''यहां उम्मीदवार भी सुरक्षित नहीं हैं। TMC के गुंडों ने बहुत से भाजपा कार्यकर्ताओं की हत्या की है। कुछ मतदान केंद्र में हमारे मतदान एजेंट को घुसने नहीं दिया जा रहा है।'' pic.twitter.com/rNCjvZTpTf
— ANI_HindiNews (@AHindinews) April 29, 2021
ଭୋଟ୍ ପାଇଁ ଲମ୍ବା ଧାଡ଼ି
Voters form queues outside polling booth number 23/24 in Malda; voting for the eighth and last phase of #WestBengalPolls will begin at 7 am today. pic.twitter.com/PgunPzWjtx
— ANI (@ANI) April 29, 2021
ମିଥୁନ ଚକ୍ରବର୍ତ୍ତି ଦେଲେ ଭୋଟ୍
Actor and BJP leader Mithun Chakraborty cast his vote for the final phase of #WestBengalPolls, at a polling station in Kashipur-Belgachia, North Kolkata
He says, "I had never voted so peacefully ever before. I must congratulate all the security personnel." pic.twitter.com/3nXS3UvkDI
— ANI (@ANI) April 29, 2021
Actor and BJP leader Mithun Chakraborty cast his vote for the final phase of #WestBengalPolls, at a polling station in Kashipur-Belgachia, North Kolkata
He says, "I had never voted so peacefully ever before. I must congratulate all the security personnel." pic.twitter.com/3nXS3UvkDI
— ANI (@ANI) April 29, 2021
Last phase of the 2021 West Bengal elections takes place today. In line with the COVID-19 protocols, I call upon people to cast their vote and enrich the festival of democracy.
— Narendra Modi (@narendramodi) April 29, 2021
-
ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ -
ଭୁବନେଶ୍ଵରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ -
ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି -
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି -
୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ -
ଶାନ୍ତି ଆଲୋଚନା ବିଫଳ, ବିନା ଚୁକ୍ତିରେ ଫେରିଲେ ଜେଡି ଭାନ୍ସ -
ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ .... -
ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ -
ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍ ଟେନ୍ସନ୍ ଦୂର, ପେଟ୍ରୋଲ ପମ୍ପ୍ରେ ମିଳିଲା ୫ କେଜି ଟାଙ୍କି





Click it and Unblock the Notifications