ସାତଟି ପର୍ଯ୍ୟାୟରେ ହେବ 5 ରାଜ୍ୟର ବିଧାନସଭା ନିର୍ବାଚନ, ମାର୍ଚ୍ଚ 10 ରେ ହେବ ଭୋଟ୍ ଗଣନା
ପାଞ୍ଚ ରାଜ୍ୟରେ ମୋଟ 7 ଟି ପର୍ଯ୍ୟାୟରେ ମତଦାନ ହେବ । ମତଦାନ 10 ଫେବୃଆରୀ ରୁ ଆରମ୍ଭ ହୋଇ 7 ମାର୍ଚ୍ଚରେ ଶେଷ ହେବ । 10 ମାର୍ଚ୍ଚ ରେ ହେବ ଭୋଟ୍ ଗଣତି ।
ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷା ପରେ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଟନର ତାରିଖ ଘୋଷଣା କରିଛନ୍ତି । କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ 5 ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁଶିଲ ଚନ୍ଦ୍ରା ।

ପାଞ୍ଚ ରାଜ୍ୟରେ ମୋଟ 7 ଟି ପର୍ଯ୍ୟାୟରେ ମତଦାନ ହେବ । ମତଦାନ 10 ଫେବୃଆରୀ ରୁ ଆରମ୍ଭ ହୋଇ 7 ମାର୍ଚ୍ଚରେ ଶେଷ ହେବ । 10 ମାର୍ଚ୍ଚ ରେ ହେବ ଭୋଟ୍ ଗଣତି ।
ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ 10 ଫେବୃଆରୀ, ଦ୍ୱିତୀୟ ପର୍ଯ୍ୟାୟ - 14 ଫେବୃଆରୀ, ତୃତୀୟ ପର୍ଯ୍ୟାୟ - 20 ଫେବୃଆରୀ, ଚତୁର୍ଥ ପର୍ଯ୍ୟାୟ - 23 ଫେବୃଆରୀ, ପଞ୍ଚମ ପର୍ଯ୍ୟାୟ 27 ଫେବୃଆରୀ, ଷଷ୍ଠ ପର୍ଯ୍ୟାୟ 3 ମାର୍ଚ୍ଚ ଏବଂ ସପ୍ତମ ପର୍ଯ୍ୟାୟ ମତଦାନ 7 ମାର୍ଚ୍ଚ ରେ ହେବ ।
ସେହିପରି ମଣିପୁରରେ ମୋଟ 2ଟି ପର୍ଯ୍ୟାୟରେ ହେବ ମତଦାନ । ମଣିପୁରରେ 27 ପେବୃଆରୀରେ ପ୍ରଥମ ପର୍ଯ୍ୟାୟ, 3 ମାର୍ଚ୍ଚରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତାଦନ ।
ଏହା ବ୍ୟତୀତ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ 14 ପେବୃଆରୀରେ ହେବ ମତଦାନ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର












Click it and Unblock the Notifications