କଂଗ୍ରେସର ଭାରତ ଯୋଡା ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଲେ ପୂଜା ଭଟ୍ଟ

ତେଲେଙ୍ଗାନା ରାଜଧନୀ ହାଇଦ୍ରାବାଦରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାରି ରହିଥିବା ବେଳେ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ପୂଜା ଭଟ୍ଟ ଏଥିରେ ସାମିଲ ହୋଇଛନ୍ତି । ନଭେମ୍ବର 2 ତାରିଖରେ ପୂଜା, ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି ।

ହାଇଦ୍ରାବାଦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟରେ ଏହାର ଅଭିଯାନ ଜାରି ରଖିଛି । ଏହି ସମୟରେ ତେଲେଙ୍ଗାନା ରାଜଧନୀ ହାଇଦ୍ରାବାଦରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାରି ରହିଥିବା ବେଳେ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ପୂଜା ଭଟ୍ଟ ଏଥିରେ ସାମିଲ ହୋଇଛନ୍ତି । ନଭେମ୍ବର 2 ତାରିଖରେ ପୂଜା, ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି ।

Bharat jodo yatra

ଭାରତ ଯୋଡୋ ଯାତ୍ରାରେ ପୂଜା ଭଟ୍ଟଙ୍କ ଅଂଶଗ୍ରହଣ ସମ୍ପର୍କରେ କଂଗ୍ରେସ ଦଳର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆହୁରି ମଧ୍ୟ ଲେଖିଛନ୍ତି, 'ପ୍ରତିଦିନ ନୂଆ ଇତିହାସ ସୃଷ୍ଟି ହେଉଛି... ପ୍ରତିଦିନ ଦେଶରେ ସ୍ନେହପ୍ରେମ ଚାହୁଁଥିବା ଲୋକଙ୍କ ସଂଖ୍ୟା କବଢୁଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡା ଯାତ୍ରା 07 ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା । ଏହା ପରେ ଏହି ଯାତ୍ରା ଆନ୍ଧ୍ରପ୍ରଦେଶ, କେରଳ ଏବଂ କର୍ଣ୍ଣାଟକ ଦେଇ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛି । ଆଜି ଭାରତ ଯୋଡୋ ଯାତ୍ରାର 56 ତମ ଦିନ । ଏହି ଯାତ୍ରା ଜାମ୍ମୁ କାଶ୍ମୀରରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+