Assembly Election 2022 Results Live: ମାର୍ଚ୍ଚ 16ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍
ସମାପ୍ତ ହେଲା ଭୋଟ ଗଣନା: ଏବେ ସରକାର ଗଠନ ଉପରେ ନଜର
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ସବୁଠାରୁ ବଡ ଦଳ ସାବ୍ୟସ୍ତ ହୋଇଛି। ଗୋଆ ବିଧାନସଭାର 40ଟି ଆସନ ମଧ୍ୟରୁ 20ଟି ଆସନ ବିଜେପି ହାସଲ କରି ବଡ ଦଳ ଭାବରେ ଉଭା ହୋଇଥିବା ବେଳେ ୟୁପି, ଉତ୍ତରାଖଣ୍ଡ ଏବଂ ମଣିପୁରରେ ସରକାର ଗଠନ ପାଇଁ ସକ୍ଷମ ହୋଇଛି। ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ବିପୁଳ ବିଜୟ ସହ ସରକାର ଗଠନ କରିବାକୁ ସକ୍ଷମ ହୋଇଛି।
ବିଧାନସଭା ନିର୍ବାଚନର ସମସ୍ତ ଅପଡେଟ୍ ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...
ଧନ୍ୟବାଦ୍ ।
ଦେଶରୁ ବିଦେଶ, କ୍ରୀଡାରୁ ମନୋରଞ୍ଜନ, ବ୍ୟବସାୟରୁ ଜୀବନଚର୍ଯ୍ୟା । ପ୍ରତି ବିଷୟରେ ତାଜା ଏବଂ ଭରଷା ଯୋଗ୍ୟ ଖବର ଜାଣିବା ପାଇଁ ଯୋଡି ହୋଇ ରହିଥାନ୍ତୁ "ୱାନଇଣ୍ଡିଆ ଓଡ଼ିଆ ସହ" ...
ପାଞ୍ଚ ରାଜ୍ୟ ନିର୍ବାଚନ ଫଳାଫଳର ଲାଇଭ୍ କଭରେଜ୍ ଆମେ ଯୋଗାଇ ଦେଇଥିଲୁ ଗୋଟିଏ କ୍ଲିକରେ । ଆମ ସହ ଯୋଡି ହୋଇ ରହିଥିବାରୁ ଧନ୍ୟବାଦ ।

ମାର୍ଚ୍ଚ 16ରେ ଶପଥ ନେବେ ମାନ୍ ।
ମାର୍ଚ୍ଚ 16 ରେ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ଧାମି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଧାମି ବିଧାନସଭା ନିର୍ବାଚନରେ ହାରି ଯାଇଛନ୍ତି ।
मेरा लक्ष्य पंजाब का उत्थान है। पंजाब के साथ खड़े हैं और खड़े रहेंगे। जो पंजाब को प्यार करता है वो हार जीत नहीं देखता। लोगों की आवाज़ में परमात्मा की आवाज़ है: वेरका में पंजाब कांग्रेस अध्यक्ष नवजोत सिंह सिद्धू pic.twitter.com/s5I7RmbHPM
— ANI_HindiNews (@AHindinews) March 11, 2022
ପରାଜୟ ପରେ ସିଦ୍ଧୁଙ୍କ ପ୍ରତିକ୍ରିୟା: ପଞ୍ଜାବର ବିକାଶ ପାଇଁ ସବୁବେଳେ ପଞ୍ଜାବ ସହିତ ରହିବି।
हार और जीत जनता पर निर्भर करती है। कहीं कोई कमी रह गई होगी चाहे वो पिताजी हों या पार्टी के अन्य शीर्ष नेता हों। जिसके कारण हमें ये परिणाम देखने को मिला। पिताजी के प्रचार में मैं नहीं गई थी: स्वामी प्रसाद मौर्य की बेटी और भाजपा सांसद संघमित्रा मौर्य pic.twitter.com/a2r19yPH2k
— ANI_HindiNews (@AHindinews) March 11, 2022
ବିଜୟ ଏବଂ ପରାଜୟ ଲୋକଙ୍କ ଉପରେ ନିର୍ଭର କରେ । କୌଣସି ଜାଗାରେ ନିଶ୍ଚିତଭାବରେ ଏକ ପାର୍ଥକ୍ୟ ରହିଥାନ୍ତା । ତାହା ବାପା ହୁଅନ୍ତୁ କିମ୍ବା ଦଳର ଅନ୍ୟ ପ୍ରମୁଖ ନେତା ହୁଅନ୍ତୁ । ଯେଉଁଥିପାଇଁ ଆମେ ଏହି ଫଳାଫଳଗୁଡିକ ଦେଖିବାକୁ ପାଇଲୁ: ସାଙ୍ଗମିତ୍ରା ମୌର୍ଯ୍ୟ
गुजरात: प्रधानमंत्री नरेंद्र मोदी गांधीनगर के बीजेपी कार्यालय पहुंचे। pic.twitter.com/cZIaIIhW5c
— ANI_HindiNews (@AHindinews) March 11, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିନଗରସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ସୁପ୍ରିମୋ ମାୟାବତୀ ଏବଂ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ୍ ଓଭାଇସିଙ୍କୁ 'ଭାରତ ରତ୍ନ' ଦାବି କରିଥିଲେ।
ଯଦି ଆମେ ନିର୍ବାଚନ ଆୟୋଗ ଉପରେ ଚାପ ପକାଇ ନିର୍ବାଚନ ବାତିଲ କରୁ, ତେବେ ଏହା ନିର୍ବାଚନ ଆୟୋଗକୁ ଦୁର୍ବଳ କରି ଦେଶକୁ ଦୁର୍ବଳ କରିଦିଏ: ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ
Forcing EC to cancel elections is unprecedented, unconstitutional and bad for democracy. Press Conference
ଅହମ୍ମଦାବାଦ ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ୍ ଶୋ’ ।
ଦେବେନ୍ଦ୍ର ଫଡନାଭିସ୍ କହିଲେ- 'ବର୍ତ୍ତମାନ ସେନା ଅର୍ଥ ଶିବସେନା ନୁହେଁ ବରଂ ବିଜେପିର ସେନା'।
ଉତ୍ତରପ୍ରଦେଶରେ ରାଜନୈତିକ ଦଳମାନଙ୍କର ଭୋଟ୍ ପ୍ରତିଶତ ।
मुस्लिम समाज बसपा के साथ तो लगा रहा परन्तु इनका पूरा वोट समाजवादी पार्टी की तरफ सिफ्ट कर गया, इससे बसपा को भारी नुकसान हुआ... मुस्लिम समाज ने बार-बार आजमाई पार्टी बसपा से ज्यादा सपा पर भरोसा करने की बड़ी भारी भूल की है: बसपा प्रमुख मायावती pic.twitter.com/A6VWfDmFkr
— ANI_HindiNews (@AHindinews) March 11, 2022
ମୁସଲମାନ ସମାଜ ବିଏସପି ସହିତ ରହିଲା । କିନ୍ତୁ ସେମାନଙ୍କର ସମ୍ପୂର୍ଣ୍ଣ ଭୋଟ୍ ସମାଜବାଦି ପାର୍ଟି ଆଡକୁ ଗଲା, ଯେଉଁ କାରଣରୁ ବିଏସପି ବହୁ କ୍ଷତି ସହିଲା: ମାୟାବତୀ
#WATCH गुजरात: प्रधानमंत्री नरेंद्र मोदी अहमदाबाद में रोड शो कर रहे हैं। pic.twitter.com/j0WSv7qAeR
— ANI_HindiNews (@AHindinews) March 11, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ଏକ ରୋଡ୍ ସୋ କରୁଛନ୍ତି।
ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ: 2022 ବନାମ ଅତୀତ ଫଳାପଳ
BJP Goa in-charge Devendra Fadnavis receives a warm welcome outside Maharashtra Assembly after party's win in #GoaElections2022 pic.twitter.com/Hmv8Tl6YCs
— ANI (@ANI) March 11, 2022
4 ଟି ରାଜ୍ୟରେ ବିଜେପିର ବିଜୟ ପରେ ବିଜେପିର ଗୋଆ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ଦଳୀୟ କର୍ମକର୍ତ୍ତାମାନେ ସ୍ୱାଗତ କରିଥିଲେ।
ନିର୍ବାଚନ ଫଳାଫଳରୁ ଶିକ୍ଷା: ବ୍ୟକ୍ତି ନୁହେଁ ଦଳ ଶ୍ରେଷ୍ଠ
ଉତ୍ତର ପ୍ରଦେଶରେ ମହିଳା ଭୋଟରଙ୍କ ବିଜେପିକୁ ସମର୍ଥନ ଯୋଗୁ ଦଳ ବିପୁଳ ବିଜୟ ହାସଲ କରିବାରେ ସମର୍ଥ ହେଲା। ନିର୍ବାଚନରେ 59.6 ପ୍ରତିଶତ ପୁରୁଷ ମତଦାନ କରିଥିବା ବେଳେ 62.2 ପ୍ରତିଶତ ମହିଳା ଭୋଟର ମତଦାନ କରିଛନ୍ତି।
ଭଗବତ ସିଂହ ମାନ ଆଜି ଦିଲ୍ଲୀ ଯିବେ। ଅରବିନ୍ଦ କେଜ୍ରିବାଲଙ୍କୁ ଆଜି ଭଗବତ ସାକ୍ଷାତ କରିବେ, ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କେବେ ଶପଥ ଗ୍ରହଣ କରିବେ ସେନେଇ ଆଲୋଚନା କରିବା ସହିତ ତାରିଖ ଘୋଷଣା କରିବେ।
ପାଞ୍ଚଟି ରାଜ୍ୟରେ ପରାଜୟ ପରେ ଆଜି କଂଗ୍ରେସ ଜି-23 ନେତାଙ୍କ ବୈଠକ ବସିବ।
ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଐତିହାସିକ ବିଜୟ ହାସଲ କରିଛନ୍ତି। ତେବେ ରାଜ୍ୟର 10 ଜଣ ମନ୍ତ୍ରୀ ଏହି ନିର୍ବାଚନରେ ପରାଜୟର ସ୍ଵାଦ ଚାଖିଛନ୍ତି।
ବହୁଜନ ସମାଜବାଦୀ ପାର୍ଟିକୁ ଏଥର ଜୋରଦାର ଝଟକା ଲାଗିଛି ଉତ୍ତର ପ୍ରଦେଶ ନିର୍ବାଚନରେ। ଦଳକୁ ମାତ୍ର ଗୋଟିଏ ଆସନରେ ସଫଳତା ମିଳିଛି।
ଆରଏଲଡି
ସପା
କଂଗ୍ରେସ
କଂଗ୍ରେସ
ସପା
ବିଜେପି












Click it and Unblock the Notifications