Get Updates
Get notified of breaking news, exclusive insights, and must-see stories!

ତାମିଲନାଡୁ ବିଜେପିୁ ବଡ଼ ଝଟକା, ଆଇଟି ୱିଙ୍ଗରୁ ଦଳ ଛାଡ଼ିଲେ 13 କର୍ମଚାରୀ

ଚେନ୍ନାଇ ପଶ୍ଚିମରେ ଥିବା ଆଇଟି ୱିଙ୍ଗର 13 ଜଣ ଅଫିସ୍ କର୍ମଚାରୀ ଏକାଥରେ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ନେତା ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ (AIADMK) ରେ ଯୋଗ ଦେଇଛନ୍ତି ।

BJP

ଚେନ୍ନାଇ : ଉତ୍ତର-ପୂର୍ବର ତିନୋଟି ରାଜ୍ୟରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟିକୁ ତାମିଲନାଡୁରେ ବଡ଼ ଝଟକା ଲାଗିଛି । ଚେନ୍ନାଇ ପଶ୍ଚିମରେ ଥିବା ଆଇଟି ୱିଙ୍ଗର 13 ଜଣ ଅଫିସ୍ କର୍ମଚାରୀ ଏକାଥରେ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ନେତା ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ (AIADMK) ରେ ଯୋଗ ଦେଇଛନ୍ତି ।

ଆଇଟି ୱିଙ୍ଗ୍ ଜିଲ୍ଲା ସଭାପତି ANI ସହିତ କଥାବାର୍ତ୍ତା କରି କହିଛନ୍ତି, 'ମୁଁ ବହୁ ବର୍ଷ ଧରି ବିଜେପି ପାଇଁ କାମ କଲି । ଲୋକମାନେ ଜାଣନ୍ତି ଯେ ମୁଁ କୌଣସି ପୋଷ୍ଟ ଆଶା କରି ନ ଥିଲି । ଗତ କିଛି ଦିନ ହେବ ଦଳର ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି । ତାଙ୍କ ଏହି ଇସ୍ତଫା ପତ୍ରରେ ଆଇଟି ୱିଙ୍ଗର 10 ଜଣ ଜିଲ୍ଲା ସଚିବ ଏବଂ ଦୁଇ ଜିଲ୍ଲା ଡେପୁଟି ସେକ୍ରେଟେରୀ ଦସ୍ତଖତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+