ବିଜେଡିରେ ସାମିଲ ହେଲେ ସୁଜାତା, ବଡ଼ ବୟାନ ଦେଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ବିଜେଡିରେ ସାମିଲ ହେଲେ ସୁଜାତା । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା । ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ସୁଜାତା ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ଆଉ ଏକ ବଡ଼ କଥା ନବୀନ କହିଛନ୍ତି ଯେ, ମୋ ନେତୃତ୍ୱରେ ୨୦୨୯ରେ ନିର୍ବାଚନ ଲଢ଼ିବ ବିଜେଡି । ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ ଆଗାମୀ ନିର୍ମାଚନ ନବୀନଙ୍କ ନେତୃତ୍ବରେ ଦଳ ଲଢିବ ।

Sujata joins BJD

ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀମାନେ ମଧ୍ୟ ବିଜେଡି ବୈଠକରେ ଉପସ୍ଥିତ ଥିଲେ । ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ନବୀନଙ୍କ ନିଷ୍ପତ୍ତି କ୍ରମେ ବିଜେଡିରେ ସାମିଲ ହୋଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ସୁଜାତା । ଶଙ୍ଖ ଭବନରେ ଭବ୍ୟ ଆୟୋଜନ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+