ନୂଆପଡ଼ା ଉପନିର୍ବାଚନ; ପ୍ରଚାର ମଇଦାନରେ ନବୀନ ପଟ୍ଟନାୟକ
ନୂଆପଡ଼ା ଉପନିର୍ବାଚନ; ପ୍ରଚାର ମଇଦାନରେ ନବୀନ ପଟ୍ଟନାୟକ ।ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଲେ ନବୀନ।

ବିଜେଡିର ଅନେକ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ। ପ୍ରଚାର ମୈଦାନରେ ହେବ ମହାଲଢ଼େଇ। ୭ ଓ ୮ ତାରିଖରେ କମ୍ପିବ ନୂଆପଡ଼ା। ୩ ପ୍ରମୁଖ ରାଜନୈତିକ ଦଳର ଏହି ଦୁଇ ତାରିଖକୁ ଛକିଛନ୍ତି। କାରଣ ୯ରେ ସରିବ ପ୍ରଚାର ତା ପୂର୍ବରୁ ହେବ ମାଷ୍ଟର ଷ୍ଟ୍ରୋକ। ନବୀନ ଦୁଇଥର ନୂଆପଡ଼ାରେ କରିବେ ପ୍ରଚାର। ଶେଷ ପର୍ଯ୍ୟାୟରେ ବିଜେପିର ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନ ନୂଆପଡାରେ ପ୍ରଚାର କରିବେ। ଏହାରି ଭିତରେ ୮ ତାରିଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ଖୁବ ଶୀଘ୍ର ଅନ୍ୟ ତାରିଖ ମଧ୍ୟ ଜଣାପଡ଼ିବ।












Click it and Unblock the Notifications