Get Updates
Get notified of breaking news, exclusive insights, and must-see stories!

ନିଶାଙ୍କ ନାଚ ଦେଖିବା ପଡ଼ିଲା ମହଙ୍ଗା, ସସପେଣ୍ଡ ହେଲେ ଉପଜିଲ୍ଲାପାଳ

ଛତିଶଗଡରେ ମହଙ୍ଗା ପଡିଲା ନିଶାଙ୍କ ନାଚ ଦେଖିବା । ନିଶା ମହାରଣାଙ୍କ ନାଚ ଦେଖି ନିଲମ୍ବିତ ହୋଇଛନ୍ତି ମେନପୁରର ଉପଜିଲ୍ଲାପାଳ ତୁଳସୀ ଦାସ ମାରକାନା । ପ୍ରଥମେ ବଦଳି ହେବା ପରେ ଏବେ ସେ ନିଲମ୍ବିତ ହୋଇଛନ୍ତି ।

Nisha s

ନିଶାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ । ଏହି ଘଟଣାରେ ପୂର୍ବରୁ ୧୪ଜଣ ଆୟୋଜକଙ୍କୁ ଗିରଫ କରାଯିବା ସହିତ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଗତ ୯ତାରିଖ ଦିନ ଛତିଶଗଡରେ ବନଦୁର୍ଗା ଗଣନାଟ୍ୟରେ ଅଶ୍ଳିଳ ନୃତ୍ୟ ପରିବେଶଣ କରିଥିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+