Get Updates
Get notified of breaking news, exclusive insights, and must-see stories!

ଦାନୀପାଲ୍ଲୀରେ ଶ୍ରମିକଙ୍କୁ ହତ୍ୟା ଘଟଣା, ୫ ଗିରଫ

ଦାନୀପାଲ୍ଲୀରେ ଶ୍ରମିକଙ୍କୁ ହତ୍ୟା ଘଟଣା, ୫ ଗିରଫ କରାଯାଇଛି । ୫ ଅଭିଯୁକ୍ତଙ୍କୁ ଗିରଫ କଲା ଅଇଁଠାପାଲି ଥାନା ପୋଲିସ । ବିଡ଼ି ଟଣାକୁ କେନ୍ଦ୍ର କରି ଶ୍ରମିକଙ୍କ ହତ୍ୟା କରାଯାଇଥିଲା । ମୃତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି ।

5 arrested

ସୂଚନାଯୋଗ୍ୟ ଯେ, ଭାଲୁପାଲିରୁ କାମ ସାରି ଫେରୁଥିବା ବେଳେ କିଛି ଅଜଣା ଯୁବକ ଶାନ୍ତିନଗର ନିକଟରେ ୩ ବଙ୍ଗାଳୀ ଶ୍ରମିକଙ୍କୁ ଅଟକାଇଥିଲେ । ସଂପୃକ୍ତ ଯୁବକ ମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଶ୍ରମିକ ମାନଙ୍କୁ ସେମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଜୁଏଲ୍ ଶେଖ୍ ବୋଲି ଜଣାପଡିଛି । ଯୁବକଙ୍କ ଆକ୍ରମଣରେ ଅନ୍ୟ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି l ମୃତ ଯୁବକ ଏବଂ ଅନ୍ୟ ଦୁଇ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଆକ୍ରମଣ ଘଟଣାରେ ସନ୍ଦେହ କରି ୩ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+