ଟାଟା ପାୱାରର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ
ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ କରାଯିବ ବୋଲି ଭକ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଟାଟା ପାୱାରର ମନମାନି ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଟାଟା ପାୱାରକୁ ଓଡ଼ିଶାରୁ ବିଦା କରିବା ପର୍ଯ୍ୟନ୍ତ କଂଗ୍ରେସ ଏହି ଆନ୍ଦୋଳନ କରିବ ବୋଲି ଭକ୍ତ କରିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନରେ କଂଗ୍ରେସ କର୍ମକର୍ତ୍ତା ଏବଂ ଜନସାଧାରଣ ସାମିଲ ହେବାକୁ ଭକ୍ତ ଆହ୍ବାନ କରିଛନ୍ତି।












Click it and Unblock the Notifications