ବଢ଼ିଲା ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ, ତଦନ୍ତ କରିବାକୁ ଭଦ୍ରକ ଏସ୍ପିଙ୍କୁ ନିର୍ଦ୍ଦେଶ
ବଢ଼ିଲା ବିଜେଡ଼ି ବିଧାୟକଙ୍କ ଅଡୁଆ । ନିର୍ବାଚନ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ତଦନ୍ତ ନିର୍ଦ୍ଦେଶ । ବଢ଼ିଲା ଭଣ୍ଡାରିପୋଖରୀ ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ । ନିର୍ବାଚନୀ ସତ୍ୟପାଠରେ ସଂଜୀବ ମିଥ୍ୟା ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ଆଗକୁ ନେବାକୁ ନିର୍ଦ୍ଦେଶ ପରେ ସଂଜୀବିଙ୍କ ଅଡୁଆ ବଢିଛି । ସଂଜୀବଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସପିଙ୍କୁ ନିର୍ଦ୍ଦେଶ ଦେଇଛି ଅର୍ଥନୈତିକ ଅପରାଧ ଶାଖା । ସଂଜୀବ ୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କେମିତି ହେଲେ ସେନେଇ ତଦନ୍ତ ହେବ ।













Click it and Unblock the Notifications