ପୁଣି ବଢିଲା ଗ୍ରାହକଙ୍କ ଚିନ୍ତା, ୯୫ ହଜାର ପାର୍ ସୁନା ଦର

Gold Rate: ଶୁକ୍ରବାର ଦିନ ପୁଣି ସୁନା ଦର ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 92 ହଜାର ଟଙ୍କା ଅତିକ୍ରମ କରିଛି ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 83 ହଜାର ଟଙ୍କାରୁ ଅଧିକ ରହିଛି । ସୁନା ହାର ସହିତ, ରୂପା ଦାମରେ ମଧ୍ୟ ବୃଦ୍ଧି ଘଟିଛି। ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ 92 ହଜାର ଟଙ୍କା ରହିଛି ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 91,790 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପ୍ରାୟ 84,150 ଟଙ୍କା ରହିଛି ।

ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 91,640 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 84 ହଜାର ଟଙ୍କା ରହିଛି ।

କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 84,000 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର ପ୍ରତି 10 ଗ୍ରାମ 91,640 ଟଙ୍କା ରହିଛି ।

Gold Rate

ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 84,150 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ 91,790 ଟଙ୍କା ରହିଛି ।

ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 84,050 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 91,690 ଟଙ୍କା ରହିଛି ।

ଲକ୍ଷ୍ନୌରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 84,150 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଦର ପ୍ରତି 10 ଗ୍ରାମ 91,790 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+