ଆରାବଳିରେ ଖଣି ଖନନ କାର୍ଯ୍ୟ ଉପରେ ବିସ୍ତୃତ ନିରିକ୍ଷଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମ୍କୋର୍ଟ୍
ଆରାବଳି ଠାରେ ଖଣି ଖନନ କାର୍ଯ୍ୟ ଏବଂ ଏ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ପରୀକ୍ଷାନିରୀକ୍ଷା କରିବା ଲାଗି ସୁପ୍ରିମ୍କୋର୍ଟ୍ ଏକ ବିଶେଷଜ୍ଞ କମିଟି ଗଠନ କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ବେଞ୍ଚ ଏଥିଲାଗି ଏହି କ୍ଷେତ୍ରରେ ପାରିଦର୍ଶିତା ଥିବା ବୈଜ୍ଞାନିକ ତଥା ପରିବେଶବିତ୍ମାନଙ୍କର ନାମ ଆସନ୍ତା ୪ ସପ୍ତାହ ମଧ୍ୟରେ ସ୍ଲାପରିଶ କରିବା ଲାଗି ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱରିୟା ଭାଟ୍ଟି ଓ ଆମିକସ୍ କ୍ୟୁରି କେ. ପରମେଶ୍ଵରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ୍ ଖଣି ଖନନକୁ ରୋକିବା ସହିତ ଆରାବଳିର ସୁରକ୍ଷା ଲାଗି ସର୍ବୋଚ୍ଚ ଅଦାଲତ ଏହି ପଦକ୍ଷେପ ନେଇଛନ୍ତି ।













Click it and Unblock the Notifications