Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଅତିକ୍ରମ କଲା ୪ କୋଟିରୁ ଊର୍ଦ୍ଧ୍ୱ ପଞ୍ଜିକରଣ

ପରୀକ୍ଷା ପେ ଚର୍ଚ୍ଚା ୨୦୨୬ ପାଇଁ ବର୍ତ୍ତମାନ ସୁଦ୍ଧା ୪ କୋଟିରୁ ଅଧିକ ଅଂଶଗ୍ରହଣକାରୀ ଅନ୍‍ଲାଇନ୍‍ରେ ପଞ୍ଜୀକରଣ କରିଛନ୍ତି । ଗତ ବର୍ଷର ଗିନିଜ୍‍ ବିଶ୍ୱ ରେକର୍ଡ଼କୁ ମଧ୍ୟ ଏହା ଅତିକ୍ରମ କରିଛି । ଗତବର୍ଷ ୩ କୋଟି ୫୦ ଲକ୍ଷ ପଞ୍ଜୀକୃତ ହୋଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଯୁବ ପିଢ଼ିଙ୍କୁ ଚାପମୁକ୍ତ ପରିବେଶ ପ୍ରଦାନ କରିବା ସହ
ଦେଶବ୍ୟାପି ଏକ ଆନ୍ଦୋଳନରେ ପରିଣତ ହୋଇଛି ।

pm modi

ମନ୍ତ୍ରୀ ଶ୍ରୀ ପ୍ରଧାନ' ସମସ୍ତ ପରୀକ୍ଷାର୍ଥୀଙ୍କୁ ଚଳିତ ବର୍ଷର କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ପରୀକ୍ଷା ଋତୁ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ, ଧ୍ୟାନ ଏବଂ ସୁସ୍ଥତା ଉପରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ସମ୍ବନ୍ଧୀୟ ଚାପକୁ ଦୂରେଇ ଦେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+