Get Updates
Get notified of breaking news, exclusive insights, and must-see stories!

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଗୁଳିମାଡ଼; ୧୦ ମୃତ, ୧୦ ଆହତ

ଦକ୍ଷିଣ ଆଫ୍ରିକାରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୧୦ଜଣ ଆହତ ହୋଇଥିବା ସୂଚନା ରହିଛି । ଖବର ଅନୁସାରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ନିକଟସ୍ଥ ଏକ ଟାଉନସିପରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡରେ ୧୦ଜଣ ପ୍ରାଣ ହରାଇବା ସହ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ବେକର୍ସଡାଲରେ ଗୁଳିକାଣ୍ଡର ହୋଇଛି । ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିଛି ।

South Africa

ପ୍ରତ୍ୟକ୍ଷଦରଶୀ ମାନଙ୍କ କହିବା ମୁତାବକ, କିଛି ପୀଡିତଙ୍କୁ ବନ୍ଧୁକଧାରୀମାନେ ରାସ୍ତାରେ ନିୟମିତ ଗୁଳି କରିଥିଲେ । ଏପରିକି ସେମାନଙ୍କ ମୃତ୍ୟୁ ପରେ ମଧ୍ୟ ଗୁଳିମାଡ଼ ବନ୍ଦ କରି ନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+