ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କଲେ ରାଜ୍ୟ ସରକାର

ରାଜ୍ୟର 8 ଲକ୍ଷ 64 ହଜାର 499 ଙ୍କୁ ଏଥିରେ ସାମିଲ କରାଯାଇଛି | ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବା ପାଇଁ 'ଷ୍ଟୁଡେଣ୍ଟ ସେଫ୍ଟି ଇନସ୍ୟୁରାନ୍ସ ସ୍କିମ୍' ପ୍ରଚଳନ କରାଯାଇଛି |

ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ଓଡ଼ିଶା ସରକାର | ରାଜ୍ୟର 8 ଲକ୍ଷ 64 ହଜାର 499 ଙ୍କୁ ଏଥିରେ ସାମିଲ କରାଯାଇଥିବା ନେଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି | ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବା ପାଇଁ 'ଷ୍ଟୁଡେଣ୍ଟ ସେଫ୍ଟି ଇନସ୍ୟୁରାନ୍ସ ସ୍କିମ୍' ପ୍ରଚଳନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି |

Samir-Das-Student

ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଏଥିପାଇଁ ୨ଟଙ୍କା ଲେଖାଏଁ ଏବଂ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ୩ଟଙ୍କା ଆଦାୟ କରାଯାଉଛି | ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ |

ରାଜ୍ୟରେ ଏବେ ଅଛନ୍ତି ମୋଟ ୨୧ ଲକ୍ଷ ୨୮ ହାଜର ୨୪୬ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+