Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଖୋଲିବ ଆଉ 30ଟି ସାଇନ୍ସ ପାର୍କ

ରାଜ୍ୟରେ ମୋଟ 3୦ ଟି ସାଇନ୍ସ ପାର୍କ କରାଯିବା । ପ୍ରଥମ ପର୍ଯ୍ୟାୟରେ 10 ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ 10 ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଆଉ 30ଟି ସାଇନ୍ସ ପାର୍କ ଖୋଲାଯିବ । ଶନିବାର ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଇନ୍ସ ପାର୍କ ଖୋଲିବା ପାଇଁ ଆଲୋଚନା ହୋଇଥିଲା । ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ରାଜ୍ୟରେ ମୋଟ 3୦ ଟି ସାଇନ୍ସ ପାର୍କ କରାଯିବା । ପ୍ରଥମ ପର୍ଯ୍ୟାୟରେ 10 ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ 10 ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

Science-Park

ସେହିପରି 4ଟି ସ୍ଥାନରେ ସାଇନ୍ସ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ପଣ୍ଡା । ଏହାପରେ ଟେଣ୍ଡର ଅନୁସାରେ ଆଗାମୀ ଦିନରେ ରାଜ୍ୟର ବାରିପଦା, କେନ୍ଦୁଝର ,ଗୋପାଳପୁର ଓ ରାୟଗଡା ଠାରେ ସାଇନ୍ସ ପାର୍କ ନିର୍ମାଣ ହେବ । ଆହୁରି ମଧ୍ୟ ଶ୍ରୀ ପଣ୍ଡା କହିଛନ୍ତି ରାଉରକେଲା ଏବଂ ବଲାଙ୍ଗୀର ରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଠାରେ ସୂଚନାଥାଉକି, ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+