Get Updates
Get notified of breaking news, exclusive insights, and must-see stories!

2021-22 ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ମତାମତ ଲୋଡିଲା ଅର୍ଥ ବିଭାଗ

ଆସନ୍ତା 2021-22 ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି କରୁଛି ଅର୍ଥ ବିଭାଗ | ଏନେଇ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଜନସାଧାରଣଙ୍କ ମତାମତ ଲୋଡ଼ିଛି |

ଭୁବନେଶ୍ୱର : ଆସନ୍ତା 2021-22 ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି କରୁଛି ଅର୍ଥ ବିଭାଗ | ଏନେଇ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଜନସାଧାରଣଙ୍କ ମତାମତ ଲୋଡ଼ିଛି | ଜନସାଧାରଣଙ୍କ ମତାମତ ଲୋଡ଼ିବା ନେଇ ନିଜର ମତାମତ https://budget.odisha.gov.in/ରେ ଉପଲବ୍ଧ ହେବ | ଲୋକମାନେ ନିଜର ପରାମର୍ଶ ଇ-ମେଲ ଜରିଆରେ [email protected] ଠିକଣାରେ ପଠାଇ ପାରିବେ | ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତ ଓ୍ୱାଟସ୍ଆପ୍ ମାଧ୍ୟମରେ +91-9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ ଟ୍ୱିଟର @FdOdisha କିମ୍ବା ଫେସବୁକ୍ @FinanceOdisha ଦ୍ୱାରା ମଧ୍ୟ ପଠାଇପାରିବେ | ଏହି ସୁବିଧା 22 ଡିସେମ୍ବର 2020 ତାରିଖ ଠାରୁ 21 ଜାନୁଆରୀ 2021 ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି |

Budget

ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଅର୍ଥ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+