Get Updates
Get notified of breaking news, exclusive insights, and must-see stories!

ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କଲେ ଉତ୍ତରାଖଣ୍ଡ ସରକାର

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏହାପୂର୍ବରୁ ରାଜ୍ୟ ବୋର୍ଡ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଦେଇଥିଲେ ।

ଦେହରାଡୁନ୍ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏହାପୂର୍ବରୁ ରାଜ୍ୟ ବୋର୍ଡ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଦେଇଥିଲେ । ଚଳିତ ବର୍ଷ ଉତ୍ତରାଖଣ୍ଡ ବୋର୍ଡ ରେ 1 ଲକ୍ଷ 23 ହଜାର 485 ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ। ଦ୍ୱାଦଶ ମୂଲ୍ୟାଙ୍କନ ନୀତି ଶୀଘ୍ର ପ୍ରକାଶ ପାଇବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯିବ । ଯେଉଁ ପିଲାମାନେ ମାର୍କରେ ସନ୍ତୁଷ୍ଟ ହେବେ ନାହିଁ ସେମାନଙ୍କୁ ପରେ ପରୀକ୍ଷା ଦେଇପାରିବେ ।

exam

ଉତ୍ତରାଖଣ୍ଡ ବୋର୍ଡର ଦ୍ୱାଦଶ ଶ୍ରେଣୀରେ ଏକ ଲକ୍ଷ 23 ହଜାରରୁ ଅଧିକ ଛାତ୍ର ପଞ୍ଜୀକୃତ ହୋଇଥିବାବେଳେ ଦଶମ ଶ୍ରେଣୀରେ ଏକ ଲକ୍ଷ 48 ହଜାରରୁ ଅଧିକ ଛାତ୍ର ପଞ୍ଜିକୃତ ହୋଇଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ ବୋର୍ଡର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ 1347 ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ହାଇସ୍କୁଲ ପରୀକ୍ଷା ଉତ୍ତରପ୍ରଦେଶ ସରକାର ବାତିଲ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+