ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା ସ୍ପେଶାଲ OJEE ରେଜଲ୍ଟ । ଏହି ପରୀକ୍ଷାରେ B.Tech ରେ 8655 ଜଣଙ୍କୁ ରାଙ୍କ କାର୍ଡ ମିଳିଛି । ସେହିପରି ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡିପ୍ଲୋମାରେ 4568 ଛାତ୍ରଛାତ୍ରୀ, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସସି ରେ 64 ଜଣ ଛାତ୍ରଛାତ୍ରୀ, ବି. ଫାର୍ମାରେ 2442, ଏମବିଏ ରେ 4287, ଏମସିଏରେ 1743 ଜଣଙ୍କୁ ରାଙ୍କ କାର୍ଡ ମିଳିଛି ।

ଏହି ପରୀକ୍ଷା ପାଇଁ ମୋଟ୍ 21867 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ରାଙ୍କ କାର୍ଡ OJEE ୱେବ୍ସାଇଟ୍ www.ojee.nic.in/odishajee.com ରୁ ପରୀକ୍ଷା ଫଳ ଡାଉନ୍ଲୋଡ କରିପାରିବେ ।












Click it and Unblock the Notifications