ସିବିଏସ୍ଇ, ଆଇସିଏସ୍ଇ ମୂଲ୍ୟାଙ୍କନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି
'ସଂପୃକ୍ତ ବୋର୍ଡ, ପ୍ରିମା ଫେସୀ ଦ୍ୱାରା ଉପସ୍ଥାପିତ ଯୋଜନାକୁ ଅନୁଧ୍ୟାନ କରିବା ପରେ, ଆମେ ଏହାକୁ ଗ୍ରହଣ କରିବାରେ ଦ୍ୱିଧା ନାହିଁ ଏବଂ ସେହି ଆଧାରରେ ବୋର୍ଡକୁ ଅନୁମତି ଦିଆଯିବ ।'
ଭୁବନେଶ୍ୱର : ସିବିଏସ୍ଇ, ଆଇସିଏସ୍ଇ ମୂଲ୍ୟାୟନ ଯୋଜନାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଦୀନେଶ ମହେଶାରୀଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି ଯେ 'ସଂପୃକ୍ତ ବୋର୍ଡ, ପ୍ରିମା ଫେସୀ ଦ୍ୱାରା ଉପସ୍ଥାପିତ ଯୋଜନାକୁ ଅନୁଧ୍ୟାନ କରିବା ପରେ, ଆମେ ଏହାକୁ ଗ୍ରହଣ କରିବାରେ ଦ୍ୱିଧା ନାହିଁ ଏବଂ ସେହି ଆଧାରରେ ବୋର୍ଡକୁ ଅନୁମତି ଦିଆଯିବ ।'

ମହାମାରୀ ଯୋଗୁଁ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିଲା । ଏହା ପରେ ଫଳାଫଳ ପ୍ରକାଶ ପାଇଁ ସୁପ୍ରିମକୋର୍ଟରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ ଯୋଜନା ଦାଖଲ କରାଯାଇଥିଲା । ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ଯଥାକ୍ରମେ 30-30-40 ପ୍ରତିଶତ ଆଧାରରେ ହିସାବରେ ଆକଳନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହାଛଡ଼ା ଆଇସିଏସ୍ଇ ପିଲାଙ୍କ ଗତ 6 ବର୍ଷର ରେଜଲ୍ଟ ହିସାବରେ ଦ୍ବାଦଶ ପରୀକ୍ଷା ଫଳାଫଳ ମୂଲ୍ୟାୟନ କରିବାକୁ ଯୋଜନା ପ୍ରସ୍ତୁତ କରିଛ ।
ଉଭୟ ବୋର୍ଡ ଜୁଲାଇ 31 ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ମୂଲ୍ୟାୟନ ଯୋଜନାକୁ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ ଫଳାଫଳ ପ୍ରକାଶ କରିବାକୁ ଅନୁମତି ଦେଇଛନ୍ତି । ଏହାଛଡ଼ା ପରୀକ୍ଷା ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications