Get Updates
Get notified of breaking news, exclusive insights, and must-see stories!

ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ ଅବଧି, ଜୁନ୍ 26 ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ଅବଧିରେ ବୃଦ୍ଧି କରଯାଇଛି । ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏହି ଅବଧି ଜୁନ୍ 20 ଯାଏଁ ରଖାଯାଇଥିଲା ।

plus two admission

ଏହାପରେ ଜୁଲାଇ 2 ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ଆବେଦନକାରୀ https://www.samsodisha.gov.in/ ପୋର୍ଟାଲରେ ୨୬ ତାରିଖ ପୂର୍ବରୁ ଆବେଦନ କରି ପାରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ 3 ରୁ ଆରମ୍ଭ ହୋଇ ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହା ପରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ 16 ତାରିଖରେ ପ୍ରକାଶ ହେବା ପରେ ନାମଲେଖା 19 ଜୁଲାଇ ସୁଦ୍ଧା ଶେଷ ହେବ । ଏହା ପରେ ଅନଲାଇନ ସ୍ପଟ ସିଲେକ୍ସନ୍ ଆଡମିଶନ 17 ଜୁଲାଇରୁ ଆରମ୍ଭ ହୋଇ 27 ଜୁଲାଇ ସୁଦ୍ଧା ସରିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ 29 ଜୁଲାଇରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+