ଆସନ୍ତାକାଲି ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ, କେମିତି ଜାଣିବେ ଫଳାଫଳ

ଛାତ୍ରଛାତ୍ରୀ ମାନେ ବୋର୍ଡର ୱେବସାଇଟ୍ bseodisha.ac.in ଓ bseodisha.nic.in ମାଧ୍ୟମରେ ନିଜର ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ । ଏହା ବ୍ୟତୀତ ମୋବାଇଲରେ OR01 ଟାଇପ କରି 5676750 କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ ।

କଟକ : ଆସନ୍ତାକାଲି ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ କାଲି ଅପରାହ୍ନ 4ଟାରେ ଫଳ ପ୍ରକାଶ ପାଇବ । କିନ୍ତୁ ସନ୍ଧ୍ୟା 6 ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ଏହା ବ୍ୟତୀତ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଦେଖିବାପାରିବେ ଛାତ୍ରଛାତ୍ରୀ ।

matric

ଛାତ୍ରଛାତ୍ରୀ ମାନେ ବୋର୍ଡର ୱେବସାଇଟ୍ bseodisha.ac.in ଓ bseodisha.nic.in ମାଧ୍ୟମରେ ନିଜର ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ । ଏହା ବ୍ୟତୀତ ମୋବାଇଲରେ OR01 ଟାଇପ କରି 5676750 କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ ।

ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ 80 ମାର୍କର ମୂଲ୍ୟାୟନ ହେବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ବାକି 20 ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+