Get Updates
Get notified of breaking news, exclusive insights, and must-see stories!

ଘୁ଼ଞ୍ଚିଲା ଜେଇଇ ମେନ୍ ଚତୁର୍ଥ ସେସନ୍ ପରୀକ୍ଷା ତାରିଖ, ଟ୍ୱିଟ୍ କରି ସୂଚନା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚତୁର୍ଥ ସେସନ୍‌ ପରୀକ୍ଷା ଅଗଷ୍ଟ 26,27,31 ଏବଂ ସେପ୍ଟେମ୍ବର 1 ଓ 2 ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଏବେ ସୁଦ୍ଧା 7 ଲକ୍ଷ 32 ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି ।

ଭୁବନେଶ୍ୱର : ଘୁଞ୍ଚିଲା ଜେଇଇ ମେନ୍ ଚତୁର୍ଥ ସେସନ୍ ପାଇଁ ପରୀକ୍ଷା ତାରିଖ । ତୃତୀୟ ସେସନ୍‌ ପରୀକ୍ଷା ପରଠାରୁ ଚତୁର୍ଥ ସେସନ୍‌ ପରୀକ୍ଷା ପାଇଁ 4 ସପ୍ତାହ ସମୟ ମିଳିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

JEE-Main

ଶିକ୍ଷାମନ୍ତ୍ରୀଙ୍କ ଟ୍ୱିଟ୍ ଅନୁସାରେ, ଚତୁର୍ଥ ସେସନ୍‌ ପରୀକ୍ଷା ଅଗଷ୍ଟ 26,27,31 ଏବଂ ସେପ୍ଟେମ୍ବର 1 ଓ 2 ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଏବେ ସୁଦ୍ଧା 7 ଲକ୍ଷ 32 ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି । ଏଥିସହିତ ଜୁଲାଇ 20 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+